Latest Odisha News
Browsing Tag

Triple Talaq

ଲଣ୍ଡନରେ ଥାଇ ଭିଡିଓରେ ତଲାକ ଦେଲେ ଏନଆରଆଇ ସ୍ବାମୀ, ଥାନାରେ ସ୍ତ୍ରୀ

ସୁରଟ: ଜଣେ ଏନଆରଆଇ ସ୍ବାମୀ ତାଙ୍କ ପତ୍ନୀଙ୍କୁ ଲଣ୍ଡନରୁ ଭିଡିଓ ମାଧ୍ୟମରେ “ତ୍ରିପଲ ତଲାକ” ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଫୈସଲ ପଟେଲ ନଭସାରୀର ବାସିନ୍ଦା ହୋଇଥିଲା ବେଳେ ସେ ନିଜ ପତ୍ନୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଇଥିବାର ଅଭିଯୋଗ ହୋଇଛି। ଆଇପିସି ର ଧାରା…

ଇନଷ୍ଟାଗ୍ରାମରେ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଲେ ଦୁବାଇ ରାଜକୁମାରୀ 

ଦୁବାଇ: ଦୁବାଇ ରାଜକୁମାରୀ ଶେଖ ମହରା ମହମ୍ମଦ ରଶିଦ ଅଲ୍ ମାକତୁମ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ସ୍ୱାମୀ ଶେଖ ମନ୍ ବିନ୍ ମହମ୍ମଦ ବିନ୍ ରଶିଦ ବିନ୍ ମନ୍ ଅଲ୍ ମାକତୁମଙ୍କୁ ଛାଡ଼ପତ୍ର ଦେଇଛନ୍ତି। ଦୁଇ ମାସ ତଳେ ସେମାନଙ୍କର ଏକ ସନ୍ତାନ ଜନ୍ମ ହୋଇଥିଲା। ପୋଷ୍ଟରେ ଲେଖିଛନ୍ତି ଯେ, ପ୍ରିୟ…

ଅତି ଲୋଭ ପାଇଁ ଦେଢ଼ ଲକ୍ଷ ଗଲା, ସ୍ୱାମୀ ଦେଲା ତିନି ତଲାକ୍

କେନ୍ଦ୍ରାପଡ଼ା: ସାଇବର ଠକେଇର ଶିକାର ହେବାରୁ ତିନି ତଲାକ୍ । ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ସଦର ଥାନା ଡେରାବିଶ ବ୍ଲକ ବାବୁରାମ ପାଟଣା ଗାଁରେ । ସାଇବର ଠକେଇର ଶିକାର ହୋଇ ଦେଢ଼ ଲକ୍ଷ ଟଙ୍କା ହରାଇବା ପରେ ଜମରୁନ୍ ବିବିଙ୍କୁ ସ୍ୱାମୀ ଶେଖ ରାଜିଦ ଫୋନରେ ତିନି ତଲାକ୍ ଦେଇଥିବା ଅଭିଯୋଗ…

ଜଷ୍ଟିସ୍ ୟୁୟୁ ଲଳିତ ହୋଇପାରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: କିଏ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ? ଏବେ ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍ ଏନଭି ରମଣାଙ୍କ କାର୍ଯ୍ୟକାଳ ଚଳିତ ମାସରେ ସରୁଛି । ପରବର୍ତ୍ତୀ ପ୍ରଧାନ ବିଚାରପତି ନେଇ ଜଷ୍ଟିସ୍ ୟୁୟୁ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ଏନଭି…

ସ୍ତ୍ରୀ ନାଚିଲାନି ବୋଲି ଛାଡପତ୍ର ଦେଇ ନିଆଁରେ ପୋଡିହେଲା ସ୍ୱାମୀ

ମିରଟ: ସ୍ତ୍ରୀକୁ ବାରମ୍ବାର କହୁଥିଲା ଜିନ୍ସ ପିନ୍ଧିବାକୁ । ପ୍ରଥମେ ନିବେଦନ ପରେ ଧମକଚମକ । ଏପରିକି ସ୍ତ୍ରୀକୁ ନାଚିବାକୁ ବି ସ୍ୱାମୀ ବାଧ୍ୟ କରୁଥିଲା । ହେଲେ ଏଥିରେ ସ୍ତ୍ରୀ ରାଜି ନହେବାରୁ । ସ୍ୱାମୀ ନେଇଥିଲା ଚରମ ନିଷ୍ପତ୍ତି । ପ୍ରଥମେ ସ୍ତ୍ରୀକୁ ଛାଡପତ୍ର, ପରେ ନିଜ ଦେହରେ ନିଆଁ ବି…

ଫୋନରେ ପତ୍ନୀଙ୍କୁ ଦେଲେ ତିନି ତଲାକ, ଗିରଫ କଲା ପୋଲିସ

କଟକ: ପତ୍ନୀଙ୍କୁ ଫୋନ ମାଧ୍ୟମରେ ‘ତିନି ତଲାକ୍‌’ ଦେଇଥିବା ଅଭିଯୋଗରେ କମିଶନରେଟ୍ ପୋଲିସ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଦାଲତ ଜାମିନ ନଦେବା ଫଳରେ ଏହି ଅଭିଯୁକ୍ତଙ୍କୁ ଚୌଦ୍ୱାର ସର୍କଲ୍ ଜେଲକୁ ପଠାଇ ଦିଆଯାଇଛି । ଗଣମାଧ୍ୟମକୁ ସୂଚନାଦେଇ କଟକ ଡିସିପି ଅଖିଳେଶ୍ୱର ସିଂହ…

ପାସ୍ ହେଲା ‘ତିନି ତଲାକ୍’ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ପରିଶେଷରେ ମଙ୍ଗଳବାର ଦିନ ଏହି ବିଲ୍ ରାଜ୍ୟସଭାରେ ପାସ୍ ହୋଇଛି । ମିଳିଥିବା ସୂଚନାନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ । ଯଦି କେହି ମୁସଲିମ୍ ବ୍ୟକ୍ତି ତାଙ୍କ…

ରାଜ୍ୟସଭାରେ ତିନି ତଲାକ୍ ବିଲକୁ ବିଜେଡି ଦେବ ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ତିନି ତଲାକ୍ ବିଲକୁ ମଞ୍ଜୁରୀ ମିଳିବା ପରେ ମଙ୍ଗଳବାର ଦିନ ଏହା ରାଜ୍ୟସଭାରେ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ କେନ୍ଦ୍ରସରକାର ଆଜି ଏହି ବିଧେୟକ ଆଣିବାକୁ ଯାଉଛନ୍ତି । ମିଳିଥିବା ସୂଚନାନୁଯାୟୀ ଏହି ବିଲକୁ ବିଜେଡି ସମର୍ଥନ ଦେଇପାରେ । ଏନେଇ ଦଳର…

ଲୋକସଭାରେ ଆଜି ପୁଣି ଆଗତ ହେବ ‘ତ୍ରିପଲ ତଲାକ’ ବିଲ୍

ନୂଆଦିଲ୍ଲୀ : ଲୋକସଭାରେ ଗୁରୁବାର ଦିନ ମୋଦି ସରକାରଙ୍କ ପକ୍ଷରୁ ‘ତ୍ରିପଲ ତଲାକ’ ବିଲ୍ ଆଗତ ହେବାନେଇ ସମ୍ଭାବନା ରହିଛି । ଗୃହରେ ଆଜି ବିଧେୟକ ଉପରେ ଆଲୋଚନା ହେବା ପରେ ଏହି ତିନି ତଲାକ ବିଲ୍ ପାସ୍ ହୋଇପାରେ । ପ୍ରାପ୍ତ ସୂଚନାନୁଯାୟୀ ଏଥିପାଇଁ ବିଜେପି ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍…