Latest Odisha News

BREAKING NEWS

Browsing Tag

Turkey Earthquake

ଧ୍ୱଂସସ୍ତୁପ ତଳେ ହସିଲା ଜୀବନ; ୩୦ ଘଣ୍ଟା ପରେ ମା’ର ଗର୍ଭନାଡ କାଟି ନବଜାତକକୁ ଉଦ୍ଧାର କଲେ ମାମୁ

ଇସ୍ତାନବୁଲ: ମୃତ୍ୟୁ ଦାନବକୁ ମାତ ଦେଇ ହସୁଛି ଜୀବନ । ଚାରିଆଡେ ଧ୍ୱଂସସ୍ତୁପ, ହାହାକାର । ମାଟିତଳୁ ଶୁଭୁଛି ମୁମୂର୍ଷୂଙ୍କ ବଞ୍ଚିବା ପାଇଁ ଆକୁଳ ନିବେତନ । ସେପଟେ ପରିଜନଙ୍କୁ ହରାଇଥିବା ବ୍ୟକ୍ତିଙ୍କ ଛାତିପଟା କାନ୍ଦ ଆକାଶର ଛାତିକୁ ଥରାଇ ଦେଉଛି । ଆଉ ତା ଭିତରେ ହସି ହସି ଦୁନିଆକୁ ଆସୁଛି…

କୁନି ଭାଇକୁ ଚାପି ଧରି ଭଉଣୀ କହୁଛି ‘ ଏ ଭଗ୍ନସ୍ତୁପ ମୋ ଉପରେ ଖସିପଡୁ, କିନ୍ତୁ ମୋ ଭାଇର କିଛି ନ ହେଉ

ନୂଆଦିଲ୍ଲୀ:ଭୟଙ୍କର ଭୂକମ୍ପ ପରେ ତୁର୍କୀ ଏବଂ ସିରିଆରେ  ଭୟଙ୍କର ପରିସ୍ଥିତି । ଯୁଆଡେ ଚାହିଁବ ସିଆଡେ ଧ୍ୱଂସର ତାଣ୍ଡବ । ଘରଠାରୁ ଗଛପତ୍ର ମାଟିରେ ଶୋଇ ଯାଇଛି । ଭଗ୍ନସ୍ତୁପ ଭିତରୁ ଶୁଭୁଛି କ୍ଷୀଣ କରୁଣ ଚିତ୍କାର  । ଉଦ୍ଧାର କାର୍ଯ୍ୟ ପାଇଁ ଯେମିତି କମ ପଡି ଯାଇଛି ହାତ । ଇତିମଧ୍ୟରେ…

ଭଗ୍ନସ୍ତୁପ ତଳେ ତୁର୍କୀ ଓ ସିରିଆ; ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ

ନୂଆଦିଲ୍ଲୀ:ତାସ ଘର ପରି ଭୁଶୁଡି ପଡୁଛି ଘର । ଗୋଟିଏ ପରେ ଗୋଟିଏ ଗଗନଶ୍ଚୁମ୍ଭୀ କୋଠା ମାଟିରେ ମିଶି ଯାଉଛି । ତା ସହ ମାଟିରେ ମିଶି ଯାଉଛି ଏହି ବହୁତଳ ପ୍ରାସଦ ଭିତରେ ଥିବା ଗୋଟିଏ ଦେଶର ଐଶ୍ୱର୍ଯ୍ୟ, ବିକାଶ.. । ଯନ୍ତ୍ରଣା ଜର୍ଜରିତ ସ୍ୱର ଆଉ ଦୀର୍ଘଶ୍ୱାସରେ ଥରି ଯାଉଛି ଆକାଶ । ଏ…

ତୁର୍କୀ ଓ ସିରିଆ ଭୂକମ୍ପରେ ମୃତ୍ୟୁ ସଂଖ୍ୟା ୪୦୦୦କୁ ଟପିଲା

ଇସ୍ତାନବୁଲ : ଭୂକମ୍ପରେ ଧ୍ବସ୍ତବିଧ୍ବସ୍ତ ହୋଇପଡ଼ିଛି ତୁର୍କୀ । ତୁର୍କୀ ଓ ସିରିଆରେ ହୋଇଥିବା ଭୂମିକମ୍ପରେ ମୃତ୍ୟୁସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୪ ହଜାର ପାର କରିଥିବା ସୂଚନା । ଭୂକମ୍ପ ଯୋଗୁଁ ସର୍ବାଧିକ ପ୍ରଭାବିତ…

ଭୟଙ୍କର ଭୂମିକମ୍ପରେ ଥରିଲା ତୁର୍କି ଓ ସିରିଆ; ମୃତ୍ୟୁ ସଂଖ୍ୟା ୯୦ ଟପିଲା

ଇସ୍ତାନବୁଲ: ତୁର୍କି ଏବଂ ସିରିଆରେ ଭୟଙ୍କର ଭୂମିକମ୍ପ । ଥରେ ନୁହେଁ ଦୁଇ ଦୁଇ ଥର ଝଟକାରେ ଥରି ଯାଇଛି ତୁ୍ର୍କି ଓ ସିରିଆ। ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ କରାଯାଇଛି । ସରକାରୀ ସୂତ୍ର ଅନୁଯାୟୀ, ଏବେ ସୁଦ୍ଧା ତୁର୍କିରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ସିରିଆରେ ୪୨ ଜଣଙ୍କ…