Latest Odisha News
Browsing Tag

turmeric

ହଳଦୀପତ୍ରରୁ ବାହାରିବ ତେଲ, କେଜିକୁ ୧୦ହଜାର

କୋରାପୁଟ: ହଳଦୀପତ୍ର ଏବେ କରିବ ମାଲାମାଲ୍ । ଏହି ପତ୍ରରୁ ବାହାରିବ ତେଲ । ଯାହାର ବଜାର ମୂଲ୍ୟ ରହିଛି କେଜି ପିଛା ୧୦ହଜାର ଟଙ୍କା । କୋରାପୁଟ ଜିଲ୍ଲା ପ୍ରଶାସନ ଓ ଓରମାସର ମିଳିତ ଉଦ୍ୟମରେ ପରୀକ୍ଷାମୂଳକ ଭାବେ ଲକ୍ଷ୍ମୀପୁର ବ୍ଲକ ତୟାପୁଟ ଅଞ୍ଚଳର ଚାଷୀଙ୍କଠାରୁ ସଂଗୃହୀତ ହଳଦୀପତ୍ରରୁ ଆରମ୍ଭ…

ଭାରତୀୟ ବଜାରରେ ଉପଲବ୍ଧ ହଳଦୀରେ ୨୦୦ ଗୁଣା ଅଧିକ ସୀସା, ଆଣିପାରେ ଏସବୁ ସ୍ବାସ୍ଥ୍ଯ ସମସ୍ୟା

ନୂଆଦିଲ୍ଲୀ: ଭାରତୀୟ ରୋଷେଇରେ ପୁରାତନ କାଳରୁ ହଳଦୀର ବ୍ୟବହାର କରାଯାଉଛି। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇନ୍ଫ୍ଲାମେଟୋରୀ ଉପାଦାନ ପାଇଁ ଜଣାଯାଇଥାଏ। ବର୍ତ୍ତମାନ ଏକ…

ସୁନ୍ଦର ତ୍ୱଚା ପାଇଁ ହଳଦୀ..

ସକାଳୁ ଉଠିଲେ ମହିଳା ମାନଙ୍କ ପ୍ରଥମ ଚିନ୍ତା ନିଜ ସୌନ୍ଦର୍ଯ୍ୟର ସୁରକ୍ଷା  । ବୟସ ତ ବଢ଼ିବ କିନ୍ତୁ ତା’ ସତ୍ତ୍ୱେ କିପରି ନିଜର ସୁନ୍ଦରତା ବଜାୟ ରଖିପାରିବେ ସେନେଇ ସଭିଏଁ ତତ୍ପର  । ଏମିତି ତ ପ୍ରତ୍ୟେକ ଶୁଭ କାମରେ ହଳଦୀର ବ୍ୟବହାର କଥା ଆମେ ସମସ୍ତେ ଜାଣୁ  । ଏତଦ୍‌ବ୍ୟତୀତ ହଳଦୀର…

ମଧୁମେହ ରୋଗୀଙ୍କ ପାଇଁ ହଳଦୀ କାହିଁକି ଲାଭଦାୟକ, ଜାଣନ୍ତୁ

ମଧୁମେହ ରୋଗୀଙ୍କ ପାଇଁ ସେମାନଙ୍କର ଖାଦ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। ନଚେତ୍ ଯଦି ସାମାନ୍ୟ ଅବହେଳା ହୁଏ ତେବେ ହଠାତ୍ ରକ୍ତରେ ସୁଗାର ଲେବେଲ୍ ବଢିପାରେ। ଆମେ ପ୍ରାୟତଃ ଶୁଣିଛୁ ଯେ ମଧୁମେହ ରୋଗୀଙ୍କ ପାଇଁ ଅନେକ ମସଲା ଉପକାରୀ ହୋଇପାରେ। ଏହି ମସଲା ମଧ୍ୟରୁ ଗୋଟିଏ ହେଉଛି ହଳଦୀ। ହଳଦୀରେ…

ହଳଦୀଗୁଣ୍ଡରୁ ଭରପୁର ରୋଗ ପ୍ରତିରୋଧକ ଶକ୍ତି ପାଆନ୍ତୁ; କରୋନା ମହାମାରୀ ସହ ଲଢନ୍ତୁ…

ଭୁବନେଶ୍ୱର: ଭାରତୀୟ ଚିକିତ୍ସାଶାସ୍ତ୍ର ଏବଂ ଆୟୁର୍ବେଦରେ ହଳଦୀକୁ ବେଶ୍ ଗୁରତ୍ୱ ଦିଆଯାଇଛି । ସାଧାରଣତଃ ରୋଷେଇରେ ହିଁ ଆମେ ଅଧିକ ଭାବେ ହଳଦୀକୁ ବ୍ୟବହାର କରିଥାଉ । ସମସ୍ତ ଭାରତୀୟ ତରକାରୀରେ ହଳଦୀକୁ ବ୍ୟବହାର କରିଥାଆନ୍ତି । ତେଣୁ ହଳଦୀକୁ ଏକ ପ୍ରଧାନ ମସଲା ଭାବେ ଭାରତୀୟ ଗୁରୁତ୍ୱ ମଧ୍ୟ…

ଦିଲ୍ଲୀ ବଜାରରେ ମିଳିବ କୋରାପୁଟ ହଳଦୀ

କୋରାପୁଟ: କୋରାପୁଟର ହଳଦୀ ଚାଷୀଙ୍କ ପାଇଁ ଖୁସି ଖବର । କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳରେ ପ୍ରସ୍ତୁତ ହଳଦୀ ବହୁଶିଘ୍ର ନୂଆଦିଲ୍ଲୀକୁ ରପ୍ତାନୀ ହେବ । "ଏଠାରେ ବିକ୍ରି କରାଯାଉଥିବା ହଳଦୀର ଦାମ କିଲୋ ପ୍ରତି ୭୦ ରୁ ୮୦ ଟଙ୍କା ମଧ୍ୟରେ ରହୁଛି । ଯେଉଁଥିରୁ ହଳଦୀ ଚାଷୀମାନେ ମଧ୍ୟ…