Latest Odisha News

BREAKING NEWS

Browsing Tag

Twitter

ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନିଯୁକ୍ତ କଲା ଟ୍ୱିଟର

ନୂଆଦିଲ୍ଲୀ: ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ନିଯୁକ୍ତ କଲା ଟ୍ୱିଟର। ବିନୟ ପ୍ରକାଶଙ୍କୁ ଭାରତ ପାଇଁ ନୂଆ ଆବାସିକ ଅଭିଯୋଗ ଅଧିକାରୀ ଭାବେ ନାମିତ କରିଛି। ଏ ନେଇ କମ୍ପାନୀ ୱେବ୍‌ସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଟ୍ୱିଟର ୱେବସାଇଟରେ ଅପଡେଟ୍ ହୋଇଥିବା ସୂଚନା ଅନୁଯାୟୀ,…

ଟ୍ୱିଟର ଇଣ୍ଡିଆ ଏମ୍‌ଡିଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଭାରତର ଭୁଲ୍‌ ମାନଚିତ୍ର ଦର୍ଶାଇବା ଉପରେ ଟ୍ବିଟରର ଏମ୍‌ଡିଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଟ୍ୱିଟର ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ମନୀଷ ମହେଶ୍ୱରୀଙ୍କ ବିରୋଧରେ ମାମଲା ରୁଜୁ କରିଛି ଉତ୍ତରପ୍ରଦେଶ ପୋଲିସ। ଏହାପରେ ଭାରତରେ ଭୁଲ୍‌…

ଜମ୍ମୁକଶ୍ମୀର ଏବଂ ଲଦାଖକୁ ଭିନ୍ନ ଦେଶ ଭାବେ ଦର୍ଶାଇଲା ଟ୍ୱିଟର; ହୋଇପାରେ ଦୃଢ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଏକ ପୃଥକ ଦେଶ ଭାବରେ ଦର୍ଶାଉଥିବା ଭାରତର ଭୁଲ ମାନଚିତ୍ର ନେଇଥିବାରୁ ଟ୍ୱିଟର ଉପରେ ହୋଇପାରେ ଦୃଢ ସରକାରୀ କାର୍ଯ୍ୟାନୁଷ୍ଠାନ। ନୂଆ ଆଇଟି ନିୟମ ପ୍ରସଙ୍ଗକୁ ନେଇ ସରକାର ଏବଂ ଟ୍ୱିଟର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏହା ହେଉଛି ଏକ ସଦ୍ୟତମ…

‘ମା ତୁଝେ ସଲାମ’ ଲାଗି ବ୍ଲକ୍ ହୋଇଥିଲା ଆଇଟି ମନ୍ତ୍ରୀଙ୍କ ଟ୍ବିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତରେ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ କ୍ରମଶଃ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଟ୍ବିଟର ପକ୍ଷରୁ କେନ୍ଦ୍ର ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଟ୍ୱିଟର ଆକାଉଣ୍ଟକୁ ଏକ ଘଣ୍ଟା ପାଇଁ ବନ୍ଦ…

ଆଇଟି ମନ୍ତ୍ରୀଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବ୍ଲକ୍‌ କଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ଆଜି ଆଇଟି ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଥିଲା। ମନ୍ତ୍ରୀଙ୍କ ଭାରତୀୟ ଟ୍ୱିଟର ବିକଳ୍ପ କୁ ଆପ୍‌ରେ ଏକ ପୋଷ୍ଟ ଅନୁଯାୟୀ କମ୍ପାନୀ ପ୍ରାୟ ଏକ ଘଣ୍ଟା ପାଇଁ ତାଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଥିଲା। କିନ୍ତୁ ପରେ ଏହାକୁ ପୁଣି ଥରେ…

ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର

ନୂଆଦିଲ୍ଲୀ: ଟ୍ୱିଟର ପାଇଁ ବଢିଲା ଅଡୁଆ। ଆଇଟି ନିୟମ ମାନିବାରେ ବିଫଳ ହେତୁ ଦେଶରେ ଆଇନଗତ ସୁରକ୍ଷା ହରାଇଲା ଟ୍ୱିଟର। ସୂଚନା ଅନୁଯାୟୀ ଆଇଟି ନିୟମ ପାଳନ ନ କରିଥିବା ଏକମାତ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉଛି ଟ୍ୱିଟର। ଏହାର ଅର୍ଥ ଯଦି କୌଣସି ଲୋକ ଟ୍ୱିଟରରେ ଅପରାଧିକ, ଅନୈତିକ…

ବ୍ଲୁ ଟିକ୍ ହଟାଇବା ପରେ ପୁଣି ଫେରାଇଲା ଟ୍ବିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟ (@MVenkaiahNaidu) ରୁ ଟ୍ୱିଟର ପକ୍ଷରୁ ଶନିବାର ଦିନ ବ୍ଲୁ ଟିକ୍ ହଟାଇ ଦିଆଯାଇଥିଲା। ହେଲେ କିଛି ଘଣ୍ଟା ମଧ୍ୟରେ ଟ୍ୱିଟର ପୁଣି ବ୍ଲୁ ଟିକ୍ କୁ ରିଷ୍ଟୋର୍ କରିଥିଲା। କମ୍ପାନୀର ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି…

ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇଲା ଟ୍ୱିଟର

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ଆକାଉଣ୍ଟରୁ ବ୍ଲୁ ଟିକ୍‌ ମାର୍କ ହଟାଇ ଦେଇଛି ଟ୍ୱିଟର। ଏ ନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହା ପଛର କାରଣକୁ ନେଇ ଅନେକ କଳ୍ପନାଜଳ୍ପନା ମଧ୍ୟ ଆରମ୍ଭ ହୋଇଗଲାଣି। ଟ୍ୱିଟରରେ ବ୍ଲୁ ଟିକ…

ଟ୍ୱିଟରରେ ହାସଟ୍ୟାଗ୍ସକୁ ରାଜନୀତିକ ବିଜ୍ଞାପନ ଭାବେ ଗ୍ରହଣ କରିପାରନ୍ତି ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଲୋକଙ୍କ ସହ ଯୋଡ଼ି ହେବାର ସବୁଠୁ ବଡ଼ ମାଧ୍ୟମ ଡିଜିଟାଲ୍ । ଇଣ୍ଟରନେଟ୍ ମାଧ୍ୟମରେ କାହାରିକୁ ବି କୌଣସି ସ୍ଥାନରେ ଆପଣ ପ୍ରଭାବିତ କରିପାରିବେ । ଆଉ ନିର୍ବାଚନ ବେଳେ ବିଭିନ୍ନ ସୋସିଆଲ୍ ମିଡିଆର ଚାହିଦା କାହିଁରେ କେତେ କଣ । ଜନମତକୁ ପ୍ରଭାବିତ କରିବା, କୌଣସି ପ୍ରସଙ୍ଗକୁ ନେଇ…

ଟ୍ୱିଟର୍‌ ଉପରେ ଏଭଳି ଅଭିଯୋଗ ଆଣିଲେ ଅଭିନେତ୍ରୀ ରିଚା

ନୂଆଦିଲ୍ଲୀ: ଅଭିନେତା ରିଚା ଚଢା ଅଭିଯୋଗ କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଲୋକଙ୍କୁ ତାଙ୍କୁ ଅନୁସରଣ କରିବାରେ ବାରଣ କରୁଛି। ସେ ନିଜ ଟ୍ୱିଟର ପ୍ରୋଫାଇଲର ଏକ ସ୍କ୍ରିନସଟ୍ ମଧ୍ୟ ସେୟାର କରିଛନ୍ତି। ଯାହା ଉପରେ ସାଧାରଣ 'ଫଲୋ' ବଟନ୍ ବଦଳରେ ଏକ "ପେଣ୍ଡିଂ" ବଟନ୍ ଦେଖିବାକୁ…