Latest Odisha News

BREAKING NEWS

Browsing Tag

Twitter

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି…

ଟ୍ୱିଟର୍ ବ୍ଲୁଟିକ୍ ପାଇଁ ମାସିକ ୮ ଡଲାରକୁ ନେଇ ଅଜବ ଯୁକ୍ତି ରଖିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର, ବ୍ଲୁଟିକ୍ ଓ ୮ ଡଲାର୍ । ଏବେ ଏଲନ୍ ମସ୍କଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ୁଛି । ବ୍ଲୁଟିକ୍ ପାଇଁ ମାସିକ ୮ ଡଲାର ଦେୟକୁ ନେଇ ଅନେକ ଟ୍ୱିଟର ବ୍ୟବହାରକାରୀ ନାରାଜ ଥିବାବେଳେ ଏଲନ୍ ମସ୍କ ନିଜେ ଯୁଦ୍ଧକୁ ଓହ୍ଲାଇଛନ୍ତି ।…

ଟ୍ୱିଟର ସହ ଡିଲ୍ ଭାଙ୍ଗିବାକୁ ଏଲନ୍ ମସ୍କଙ୍କ ଘୋଷଣା, ଟ୍ୱିଟର କହିଲା କୋର୍ଟରେ ଦେଖାହେବ

ନୂଆଦିଲ୍ଲୀ: ଟ୍ୱିଟରରେ କେତେଜଣ ଫେକ୍ ବା ନକଲି ୟୁଜର ରହିଛନ୍ତି ତାରା ଉତ୍ତର ସନ୍ତୋଷଜନକ ଭାବେ ନମିଳିବାରୁ ଟ୍ୱିଟର ସହ ଡିଲ୍ ବାତିଲ କରୁଛନ୍ତି ବୋଲି ବିଶ୍ୱର ଧନୀ ବ୍ୟକ୍ତି ତଥା ଟେସଲାର ସିଇଓ ଏଲନ ମସ୍କ ଘୋଷଣା କରିଛନ୍ତି। ଏହାପରେ ଟ୍ୱିଟର ମଧ୍ୟ କଡା ଜବାବ ଦେଇ ଆଗାମୀ ଦିନରେ କୋର୍ଟରେ…

ଟ୍ୱିଟରରୁ ହଟିଲା ନିର୍ଦ୍ଦେଶିକା ଲୀନାଙ୍କ ବିବୀଦୀୟ କାଳୀ ପୋଷ୍ଟର ଟ୍ୱିଟ୍

ଭୁବନେଶ୍ୱର: ଫିଲ୍ମ ନିର୍ଦ୍ଦେଶିକା ଲୀନାଙ୍କ ବିବାଦୀୟ କାଳୀ ପୋଷ୍ଟର ଟ୍ୱିଟରରୁ ହଟିଯାଇଛି। ଗୁରୁବାର ଟ୍ୱିଟର ଏହି ପୋଷ୍ଟକୁ ହଟାଇ ଦେଇଛି। ପ୍ରତିକ୍ରିୟାଶୀଳ ହୋଇ ଲୀନା ଟ୍ୱିଟରକୁ ଅନ୍ୟ ଦୁଇ ଲକ୍ଷ ଆକାଉଣ୍ଟର ବିବାଦୀୟ ଟ୍ୱିଟ ହଟାଇବ କି, ବୋଲି ପ୍ରଶ୍ନ କରିଛନ୍ତି। ଟ୍ୱିଟର ଏହି ପୋଷ୍ଟକୁ…

ଟ୍ୱିଟର ସିଇଓ ୱେଟର: କର୍ମଚାରୀଙ୍କ କଫି ଅର୍ଡର ନେଲେ ପରାଗ ଅଗ୍ରୱାଲ

ଭୁବନେଶ୍ୱର: ଟ୍ୱିଟର ସିଇଓ ବନିଛନ୍ତି ୱେଟର । ଟ୍ୱିଟର ଲଣ୍ଡନ ଅଫିସରେ ପରାଗ ଅଗ୍ରୱାଲ କର୍ମଚାରୀଙ୍କ ଠାରୁ କଫି ଅର୍ଡର ନେଉଥିବାର ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଦୁନିଆର ସବୁ ଠାରୁ କୁଲ୍ ସିଇଓ ବୋଲି ନେଟିଜେନ୍ ତାଙ୍କୁ କହିଛନ୍ତି । ପରାଗ କିଛି ଦିନ ଆଗରୁ କିଛି ବିଜେନସ୍…

ଟ୍ବିଟର ଡିଲରୁ ପଛକୁ ହଟିବେ ଏଲନ୍ ମସ୍କ !

ନୂଆଦିଲ୍ଲୀ: ଟ୍ବିଟର ଡିଲରେ ଟ୍ବିଷ୍ଟ । ଏଲନ୍ ମସ୍କ ଟ୍ବିଟର କିଣିବା ପ୍ରକ୍ରିୟା ଯେତିକି ଆଗଉଛି, ଡିଲକୁ ନେଇ ସେତିକି ଟ୍ବିଷ୍ଟ ବଢ଼ିବାରେ ଲାଗିଛି । ଏମିତି ଲାଗୁଛି ଅସ୍ଥାୟୀ ଭାବେ ଅଟକିଥିବା ଟ୍ବିଟର କିଣିବା ରାଜିନାମାରୁ ଓହରି ଯାଇପାରନ୍ତି ଟେସଲା ସିଇଓ ଏଲନ୍ ମସ୍କ । ଆଉ ଯାହାର…

ଇଲନ ମସ୍କଙ୍କ ଟ୍ୱିଟର କିଣିବା ପ୍ରସ୍ତାବ ଅଗ୍ରାହ୍ୟ; ମନା କଲେ ସାଉଦି ପ୍ରିନ୍ସ

ଭୁବନେଶ୍ୱର: ବିଶ୍ୱର ପ୍ରଥମ ଧନୀ ତଥା ଟେସଲା ମୁଖ୍ୟ ଇଲନ ମସ୍କ ମାଇକ୍ରୋ ବ୍ଲଗିଂ ସାଇଟ୍ ‘ଟ୍ୱିଟର’ କିଣିବା ପାଇଁ ପ୍ରସ୍ତାବ ଦେବା ପରେ ପରେ କମ୍ପାନୀର ଏକ ବଡ଼ ନିବେଶକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସାଉଦି ଆରବ ପ୍ରିନ୍ସ ଅଲୱଲିଦ ବିନ୍ ତଲାଲ ଗୁରୁବାର ଟ୍ୱିଟ୍ କରି ଅଗ୍ରାହ୍ୟ…

ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ୍, କ୍ରିପ୍ଟୋ ସମ୍ବନ୍ଧୀୟ ହ୍ୟାକର୍ କରିଛନ୍ତି କାରନାମା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗର ଟ୍ୱିଟର ଏକାଉଣ୍ଟ ହ୍ୟାକ ହୋଇଯାଇଛି । ଶନିବାର ବିଳମ୍ବିତ ସଂଧ୍ୟାରେ ବିଭାଗର ଅଫିସିଆଲ ଏକାଉଣ୍ଟ ହ୍ୟାକ୍ ହୋଇଯାଇଥିବା ଜଣାପଡ଼ିଛି । ହ୍ୟାକର ପାଣିପାଗ ସମ୍ବନ୍ଧୀୟ ତଥ୍ୟ ଦେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ଏକାଉଣ୍ଟକୁ ହ୍ୟାକ୍ କରି ଏନଏଫଟି ସମ୍ବନ୍ଧୀୟ…

ଅନଲକ୍ ହେଲା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ: ଅନଲକ୍ ହୋଇଛି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଟ୍ୱିଟର ଆକାଉଣ୍ଟ । ସପ୍ତାହେ ଧରି ଅସ୍ଥାୟୀ ଭାବରେ ରାହୁଲଙ୍କ ଟ୍ୱିଟ୍ ଆକାଉଣ୍ଟକୁ ସସପେଣ୍ଡ କରିଥିଲା କମ୍ପାନୀ । ଦିଲ୍ଲୀରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ଲୋକଙ୍କ ଫଟୋ ପୋଷ୍ଟ କରିବା ପରେ ନିୟମର ଉଲ୍ଲଂଘନ ଅଭିଯୋଗରେ…

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ: ଟ୍ୱିଟର ଓ କଂଗ୍ରେସ ଭିତରେ ଟକ୍କର । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ ହୋଇଛି । ଏନେଇ ଦଳ ପକ୍ଷରୁ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏନେଇ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ…