Latest Odisha News

BREAKING NEWS

Browsing Tag

Ukrainian President

ବାଇଡେନଙ୍କ ସହ କଥା ହେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ୟୁକ୍ରେନ୍ ଉପରେ ଜୋରଦାର ହମଲା ଜାରି ରଖିଛି ରୁଷ୍ । ଯୁଦ୍ଧ ଭିତରେ ପାଶ୍ଚାତ୍ୟ ଦେଶକୁ ସହାୟତା ଓ ସହଯୋଗ ମାଗୁଛନ୍ତି ୟୁକ୍ରେନ୍ ରାଷ୍ଚ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଫୋନ୍ କରି କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି । ଏହି ଆଲୋଚନା…

କିଭ୍ ଦଖଲ ପାଇଁ ଆଜି ରାତିରେ ଝଡ଼ ଭଳି ପଶିବେ ପୁଟିନ୍ ସୈନ୍ୟ

କିଭ୍ (ୟୁକ୍ରେନ୍): ୟୁକ୍ରେନରେ ଯୁଦ୍ଧ ଘନଘଟା । କିଭ୍ ଦଖଲ ଦିଗରେ ଅଗ୍ରସର ହେଉଛି ରୁଷିଆ । ଜୋରଦାର ହମଲା ଜାରି ରଖିଛି । ରାଜଧାନୀ କିଭକୁ ଚାରିଆଡୁ ଘେରି ସାରିଲେଣି ରୁଷ୍ ସୈନ୍ୟ । ଆଜି ରାତିରେ ପୂରା ରାଜଧାନୀକୁ ଦଖଲକୁ ନେଇ ଯାଇ ପାରନ୍ତି । ଏଭଳି ଆଶଙ୍କା କରିଛନ୍ତି ୟୁକ୍ରେନ୍…

ମୈଦାନକୁ ଓହ୍ଲାଇଲେ ୟୁକ୍ରେନ ରାଷ୍ଟ୍ରପତି: ଅଲଗା ଦେଶ ସହ ସାହାଯ୍ୟ ପାଇଁ ଆଲୋଚନା

ଦିଲ୍ଲୀ : ଋଷ ପରି ବଡ଼ ଏବଂ ଶକ୍ତିଶାଳୀ ଦେଶର ଆକ୍ରମଣ ପରେ ବି ହାର ମାନିବାକୁ ପ୍ରସ୍ତୁତ ନୁହେଁ ୟୁକ୍ରେନ । ଯେକୌଣସି ପରିସ୍ଥିତିରେ ବି ଆତ୍ମସମର୍ପଣ କରିବାକୁ ରୋକଠୋକ ମନା କରିଛି ୟୁକ୍ରେନ । ୟୁକ୍ରେନ ରାଷ୍ଟ୍ରପତି ଲଗାତାର ନିଜର ମନବଳ ବଢାଇବାରେ ଲାଗିଛନ୍ତି । ଅଲଗା-ଅଲଗା ଦେଶ ସହ…

ୟୁକ୍ରେନ ରାଷ୍ଟ୍ରପତି କରୋନା ସଂକ୍ରମିତ

ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମୀର ଜେଲେନସ୍କୀଙ୍କୁ କରୋନା । ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ସେ ଲେଖିଛନ୍ତି, ସମସ୍ତ କ୍ୱାରେଣ୍ଚାଇନ ସତର୍କତା ସତ୍ତ୍ୱେ ସେ ସଂକ୍ରମିତ ହୋଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଲେଖିଛନ୍ତି,…