Latest Odisha News

BREAKING NEWS

Browsing Tag

Unemployment

ବେକାରୀ ସମସ୍ୟା: ନିର୍ବାଚନରେ ପାଲଟିବ କି ମୁଖ୍ୟ ପ୍ରସଙ୍ଗ

ଭୁବନେଶ୍ୱର: ରାଜ୍ୟରେ ବେକାରିଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଆଶାୟୀଙ୍କ ସଂଖ୍ୟାକୁ ଏକ ଛୋଟ ଉଦାହରଣ ଭାବେ ନିଆଯାଇପାରେ। ସେପଟେ ସ୍ଥିର ସରକାର, ପ୍ରଗତିଶୀଳ ଅର୍ଥନୀତି, ଅନେକ ଶିଳ୍ପ ପ୍ରୋତ୍ସାହନ ଯୋଜନା, ଯୁବପିଢ଼ିଙ୍କୁ ରୋଜଗାର ପ୍ରତିଶୃତି…

ସହର ଅପେକ୍ଷା ଗାଁରେ ଅକ୍ଟୋବରରେ ବଢ଼ିଛି ବେରୋଜଗାରୀ

ନୂଆଦିଲ୍ଲୀ: ଗତମାସ ତୁଳନାରେ ଦେଶରେ ଅକ୍ଟୋବର ମାସରେ ବେରୋଜଗାରୀ ବଢ଼ିଛି । ଆଉ ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳର ଅଧିକାଂଶ ଲୋକ ଚାକିରି ହରାଇଛନ୍ତି । ଚେନ୍ନାଇ ସ୍ଥିତ ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (CMIE) ଏହି ସୂଚନା ଦେଇଛି । ସିଏମ୍ଆଇ ଅନୁସାରେ, ଅକ୍ଟୋବର ମାସରେ…

ବେରୋଜଗାର ହେବ ଭାରତ ପାଇଁ ଆଉ ଏକ ମହାମାରୀ !

ନୂଆଦିଲ୍ଲୀ: ଦେଶରେ ବେକାରୀ ସମସ୍ୟା ଏବେ କରୋନା ଭୂତାଣୁ ଠାରୁ ବଡ଼ ମହାମାରୀର ରୂପ ନେବାକୁ ଯାଉଛି । ଶୀଘ୍ର ବେରୋଜଗାରୀ ସମସ୍ୟା କମ୍ ନହେଲେ ଏହା ଭାରତର ଚିନ୍ତା ବଢ଼ାଇ ଦେବ । ସରକାରଙ୍କ ଅନୁସାରେ- ଚଳିତ ମାର୍ଚ୍ଚ ୨୦୨୧ରେ ଦେଶରେ ବେରୋଜଗାରୀ ୬.୫ ପ୍ରତିଶତ ରହିଛି । ସହରାଞ୍ଚଳରେ ୭.୧…

ବେରୋଜଗାରୀ ବିରୋଧରେ ଦୀପ ଜାଳିବାକୁ ଲୋକଙ୍କୁ କହିଲେ ଆରଜେଡ଼ି ନେତା ତେଜସ୍ଵୀ ଯାଦବ

ପାଟନା: ଆରଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ବୁଧବାର ରାତି ୯ଟାରୁ ଟେରାସରେ, ବାଲକୋନୀରେ କିମ୍ବା ଘର ବାହାରେ ଡିଆ, ମହମବତୀ ଏବଂ ଦୀପ ଜାଳିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି। ବିହାର ସରକାରଙ୍କ ଯୁବକମାନଙ୍କୁ ଚାକିରି ଯୋଗାଇବାରେ "ଅକ୍ଷମତା" ବିରୋଧରେ ଏହି ପ୍ରଦର୍ଶନ କରିବା କଥା ସେ…

ଭାରତରେ ୬ ବର୍ଷରେ ୯୦ ଲକ୍ଷ ବେକାରୀ !

ଭୁବନେଶ୍ୱର: ଦେଶରେ ଚାକିରିର ମାତ୍ରା ଦୃତଗତିରେ ହ୍ରାସ ପାଇବାରେ ଲାଗିଛି । ଏପରିକି ୨୦୧୧ରୁ ୨୦୧୮ ମଧ୍ୟରେ ଦେଶରେ ୯୦ଲକ୍ଷ ଲୋକ ଚାକିରି ହରାଇଲେଣି । ଏଭଳି ତଥ୍ୟ ରଖିଛନ୍ତି, ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପ୍ରଫେସର ସନ୍ତୋଷ ମହେରୋତ୍ରା ଓ ଜଜାତି କେ ପରିଡ଼ା । ଅଜିମ୍ ପ୍ରେମ୍ ଜି…