Latest Odisha News

BREAKING NEWS

Browsing Tag

UP Election

ୟୁପିରେ ଏମ୍-ଓ୍ୱାଇ ଫ୍ୟାକ୍ଟର, ବିରୋଧୀଙ୍କୁ ଦେଲେ ଚକମା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଓ ଯୋଗୀ ଆଦିତ୍ୟନାଥଙ୍କ ଡବଲ ଇଞ୍ଜିନ ଯୋଡ଼ି ବିଜେପିର ସ୍ୱପ୍ନକୁ ସାକାର କରିଛନ୍ତି। ବିଜେପି ପୁଣି ଥରେ ୟୁପିରେ ଶାସନ କରିବାକୁ ପ୍ରସ୍ତୁତ ହୋଇଛି। ୟୁପିରେ ବିଜେପି ୨୫୦ରୁ ଅଧିକ ଆସନରେ ବିଜୟୀ ହୋଇଛି। ମୋଦିଙ୍କ ଯାଦୁ ପୁଣି…

ୟୁପିରେ ବିଜେପି ଜିତିବା ପରେ ରାକେଶ ଟିକାୟତ କ’ଣ କହିଲେ?

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବିଜୟୀ ହେବା ପରେ ଦଳୀୟ କର୍ମୀ ଏବଂ ନେତାଙ୍କ ବେଶ ଉତ୍ସାହିତ । ଚଳିତ ଥର ନିର୍ବାଚନ ଲଢିବା ବେଳେ ଶାସକ ବିରୋଧରେ ଅନେକ କିଛି ପ୍ରସଙ୍ଗକୁ ଏକାଠି କରିଥିଲେ ବିରୋଧୀ । ଅନ୍ୟପଟେ ଚାଷୀ ଆନେ୍ଦାଳନ ମଧ୍ୟ ରାଜନୀତିରେ ମିଶାଣ ଫେଡାଣରେ…

ଜିତିଗଲା ଦଳ, ହାରିଗଲେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ଜିତିଗଲା ଦଳ କିନ୍ତୁ ହାରିଗଲେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟା । ସିରାଥୁ ବିଧାନସଭା ଆସନରୁ କେଶବ ହାରିଯାଇଛନ୍ତି । ସମାଜବାଦୀ ପାର୍ଟିର ପଲ୍ଲିବୀ ପଟେଲଙ୍କ ପାଖରୁ ସେ ୭ ହଜାର ୩୩୭ ଖଣ୍ଡ ଭୋଟରେ ହାରିଛନ୍ତି । ହାରିଯାଉଥିବା ଦେଖି କେଶବ…

ମୋଦୀ, ଯୋଗୀଙ୍କ ଆଗରେ ହାର ମାନିଲା ଅନ୍ଧବିଶ୍ୱାସ !

ଲକ୍ଷ୍ନୌ: ୟୁପି ରାଜନୀତିର ଗୋଟିଏ ଅନ୍ଧବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେବାକୁ ଯାଉଛି । ଯେଉଁ ମୁଖ୍ୟମନ୍ତ୍ରୀ ନୋଏଡାକୁ ବୁଲିବାକୁ ଆସନ୍ତି ସିଏ ନିର୍ବାଚନ ହାରିବେ । ହେଲେ ଏବେ ଏହା ଭୁଲ୍ ପ୍ରମାଣିତ ହେବାକୁ ଯାଉଛି । କାରଣ ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ଭାବେ ନୋଏଡା ଯାଇଥିଲେ…

ଆସନ୍ତାକାଲି ଉତ୍ତରପ୍ରଦେଶରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୧୬ ଜିଲ୍ଲାର ୫୯ ଆସନରେ ହେବ ଭୋଟ

ଉତ୍ତରପ୍ରଦେଶ : ଆସନ୍ତାକାଲି ଉତ୍ତରପ୍ରଦେଶରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ୧୬ ଜିଲ୍ଲାର ୫୯ ଆସନରେ ହେବ ମତଦାନ । ସବୁଠାରୁ ଚର୍ଚ୍ଚିତ ଆସନ କରହାଲରେ ହେବ ଭୋଟ । ଏହି ଆସନରୁ ଲଢୁଛନ୍ତି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଯଶୋବନ୍ତନଗରରୁ ମଧ୍ୟ ଲଢୁଛନ୍ତି ଅଖିଳେଶଙ୍କ କାକା…