Latest Odisha News

BREAKING NEWS

Browsing Tag

V K PANDIAN

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁନଃବିକଶିତ ଜନ୍ମ ପୀଠର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ ଆଜି ପୁରୀ ଜିଲ୍ଲାର ସୁଆଣ୍ଡୋସ୍ଥିତ ଗୋପବନ୍ଧୁଙ୍କ ଜନ୍ମପୀଠର ପରିଦର୍ଶନ କରି ଏହାର ପୁନଃବିକାଶ କାର୍ଯ୍ୟ ତଦାରଖ କରିଥିଲେ । ଉତ୍କଳମଣିଙ୍କ ଗାଁ ଶିବ ମନ୍ଦିର ଲୋକେଶ୍ୱର…

କଟକ ତାଳଦଣ୍ଡା କେନାଲ୍ ଓ ନେତାଜୀ ବସ୍ ଟର୍ମିନାଲ୍ ପ୍ରକଳ୍ପର ତଦାରଖ କଲେ 5T ସଚିବ

କଟକ: ଆଜି ଭୋରରୁ କଟକରେ ପହଞ୍ଚି ଯାଇଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ତାଳଦଣ୍ଡା କେନାଲ ଆଧୁନିକୀକରଣ ଓ ନେତାଜୀ ବସ୍ ଟର୍ମିନାଲ୍ କାମ ବି ବୁଲି ଦେଖିଛନ୍ତି ଫାଇଭ ଟି ସଚିବ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫାଇଭ୍ ଟି ସଚିବ ପ୍ରକଳ୍ପ…

ଭୁବନେଶ୍ୱରରେ ୫ଟି ସ୍କୁଲ ବୁଲି ଦେଖିଲେ 5T ସଚିବ

ଭୁବନେଶ୍ୱର: ସ୍କୁଲ ବୁଲିଲେ ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ଆଜି ସକାଳୁ ସକାଳୁ ଭୁବନେଶ୍ୱରର ୫ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି 5T ସଚିବ । ୟୁନିଟ୍-୬, କ୍ୟାପିଟାଲ୍ ହାଇସ୍କୁଲ, ୟୁନିଟ୍-୯ ବାଳିକା ହାଇସ୍କୁଲ୍ ଓ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ…

ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ପୁରୀ: ଆଉ ତିନି ଦିନ ପରେ ଖୋଲିବ ଶ୍ରୀମନ୍ଦିର । ଏହାସହ ୨୩ ତାରିଖରୁ ପୁରୀ ଜିଲ୍ଲାର ସବୁ ଧର୍ମାନୁଷ୍ଠାନ ଖୋଲିବ । ୯ମାସ ପରେ କୋଭିଡ୍ କଟକଣା ମାନି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଭକ୍ତ । ତାପୂର୍ବରୁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଫାଇଭ-ଟି ସଚିବ…

ଏକାମ୍ର କ୍ଷେତ୍ର ଯୋଜନାର ସମୀକ୍ଷା କଲେ 5T ସଚିବ ଭି. କେ. ପାଣ୍ଡିଆନ୍

ଭୁବନେଶ୍ୱର: କେତେ ଆଗେଇଛି ଏକାମ୍ର କ୍ଷେତ୍ର ଯୋଜନାର କାମ ? ସୌନ୍ଦର୍ଯ୍ୟକରଣ କେତେ ହୋଇଛି ? ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଫାଇଭ୍ ଟି ସଚିବ ଭି. କେ. ପାଣ୍ଡିଆନ୍ । ସକାଳୁ ସକାଳୁ ସେ ଏକାମ୍ର କ୍ଷେତ୍ରରେ ପହଞ୍ଚିଥିଲେ । ଉନ୍ନୟନମୂଳ ଓ ବିକାଶ କାମର ଅନୁଧ୍ୟାନ କରିଥିଲେ । ତାଙ୍କ…

ଏକାମ୍ର କ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟର ତଦାରଖ କଲେ ଫାଇଭ ଟି ସଚିବ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରରେ ପରେ ଫୋକସରେ ଏକାମ୍ର କ୍ଷେତ୍ର । ଆଜି ଭୋରରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ ଫାଇଭ ଟି ସଚିବ ଭି. କେ. ପାଣ୍ଡିଆନ୍ । ଏକାମ୍ର କ୍ଷେତ୍ରରେ ଉନ୍ନତିମୂଳକ କାମର ତଦାରଖ କରିଥିଲେ । ଆସନ୍ତା ମହାଶିବରାତ୍ରି ପୂର୍ବରୁ ଲିଙ୍ଗରାଜ ମନ୍ଦିରରୁ ରାସ୍ତା…

କୋଭିଡ୧୯ ପ୍ରସ୍ତୁତି ନୀରିକ୍ଷଣ ପାଇଁ ତିନି ଜିଲ୍ଲା ଗସ୍ତରେ ୫ଟି ସଚିବ

କୋରାପୁଟ: ଦିନିକିଆ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଗସ୍ତରେ ୫ଟି ସଚିବ ଭି. କେ. ପାଣ୍ଡିଆନ । ଆଜି ପ୍ରଥମେ ଜୟପୁରରେ ପହଞ୍ଚି ନୂଆ କରି ପ୍ରସ୍ତୁତ ହୋଇଥିବା କୋଭିଡ ହସ୍ପିଟାଲର ସ୍ଥିତି ପରଖିଥିଲେ । ଏହାପରେ ମାଲକାନଗିରି ଓ ନବରଙ୍ଗପୁରଠାରେ କୋଭିଡ୧୯ ହସ୍ପିଟାଲ ବୁଲି ଦେଖିବେ ।…

ତାରାତାରିଣୀ ପୀଠରେ ୫ଟି’ ସଚିବ; ଅନୁଧ୍ୟାନ କଲେ ବିକାଶମୂଳକ କାର୍ଯ୍ୟ

ବ୍ରହ୍ମପୁର: ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୫ଟି’ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ନିକଟ କୁମାରୀ ପାହାଡରେ ଥିବା ତାରାତାରିଣୀ ପୀଠ ପରିଦର୍ଶନ କରିଛନ୍ତି । ଏଥିସହିତ ସେ ମନ୍ଦିରର ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ ମଧ୍ୟ କରିଛନ୍ତି ।…

ଭଦ୍ରକରେ ୫ଟି ସଚିବ ଭି କେ ପାଣ୍ଡିଆନ; ଡ଼ାକ୍ତରଖାନା ପରିଦର୍ଶନ କରି ଭିନ୍ନକ୍ଷମ ପିଲାଙ୍କ ସହ ମଧ୍ୟାହ୍ନ ଭୋଜନ କଲେ

ଭଦ୍ରକ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି କେ ପାଣ୍ଡିଆନ ମଙ୍ଗଳବାର ଦିନ ଅଚାନକ ଭାବେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି । ଭଦ୍ରକସ୍ଥିତ ସେଣ୍ଟର୍ ଫର୍ ରିହାବିଲିଟେସନ ସର୍ଭିସ ଏଣ୍ଡ ରିସର୍ଚ୍ଚ…