Latest Odisha News

BREAKING NEWS

Browsing Tag

Vaccination

ଟିକା ନେବେନି ବୋଲି ଘର ଛାଡି ଜଙ୍ଗଲକୁ ଦୌଡି ପଳାଇଲେ ମହିଳା

ଜାମସୋତି: କେନ୍ଦ୍ରଠୁ ନେଇ ବିଭିନ୍ନ ରାଜ୍ୟ ସରକାର ଟିକାକରଣକୁ ନେଇ ବାରମ୍ବାର ସଚେତନତା ପ୍ରସାର କରୁଛନ୍ତି। ଏହାବ୍ୟତୀତ ବିଭିନ୍ନ କ୍ଷେତ୍ରରେ ଟିକା ନେଇଥିବା ଲୋକଙ୍କୁ ଆକର୍ଷଣୀୟ ଅଫର୍‌ ମଧ୍ୟ ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଭାରତର ସବୁଠାରୁ ଜନବହୁଳ ରାଜ୍ୟ…

ଆଜିଠୁ ସମସ୍ତଙ୍କୁ ମାଗଣା କରୋନା ଟିକା

ନୂଆଦିଲ୍ଲୀ: ଆଜିଠୁ ଦେଶରେ ସବୁ ନାଗରିକଙ୍କୁ ମିଳିବ ମାଗଣା କରୋନା ଟିକା। ଭାରତରେ ଟିକାକରଣ ଅଭିଯାନକୁ ଆହୁରି ଉତ୍ସାହିତ କରିବା ଲାଗି ‌କେନ୍ଦ୍ର ସରକାର ନୂଆ ରଣନୀତି ଆରମ୍ଭ କରିଛନ୍ତି। ଏହି ନୀତି ଅନୁଯାୟୀ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଭାରତୀୟ ନାଗରିକଙ୍କୁ ମାଗଣା କରୋନା ଟିକା ପ୍ରଦାନ…

ଟିକାକରଣ ପ୍ରମାଣପତ୍ର ନେଇ ସାଲନ୍‌ ଆସିଲେ ମିଳିବ ୫୦% ରିହାତି

ଚେନ୍ନାଇ: କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଟିକାକରଣ କରିବାକୁ ଲୋକଙ୍କୁ ବିଭିନ୍ନ ଉପାୟରେ ଉତ୍ସାହିତ କରାଯାଉଛି। ତାମିଲନାଡୁର ମଦୁରାଇର ଏକ ସେଲୁନ୍ କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ଅଭିନବ ପ୍ରଣାଳୀ ଆରମ୍ଭ କରିଛି।…

ଟିକାକରଣ ପରେ ଦେଶରେ ପ୍ରଥମ ମୃତ୍ୟୁ ମାମଲାକୁ ନିଶ୍ଚିତ କଲେ ସରକାର

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବିରୁଦ୍ଧରେ ଟିକାକରଣ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ହୋଇଥିବା ସ୍ୱୀକାର କରିଛନ୍ତି ସରକାର। କରୋନା ଟିକା ନେବା ପରେ ଆନାଫାଇଲକ୍ସିସ୍ କାରଣରୁ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏ ନେଇ ଏଇଏଫ୍‌ଆଇ କମିଟିର ରିପୋର୍ଟରେ ତଥ୍ୟ ପ୍ରକାଶ…

ଟିକା ନ ନେଲେ ବ୍ଲକ୍‌ ହୋଇଯିବ ସିମ୍‌ କାର୍ଡ

ନୂଆଦିଲ୍ଲୀ: ଟିକାକରଣକୁ ନେଇ ଏକ ନୂଆ ଉପାୟ ବାହାର କରିଛନ୍ତି ପାକିସ୍ତାନ ପଞ୍ଜାବର ପ୍ରାଦେଶିକ ସରକାର। ରିପୋର୍ଟ ମୁତାବକ ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବେ ସେମାନଙ୍କ ସିମ୍ କାର୍ଡକୁ ବ୍ଲକ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର…

ରାଜଧାନୀରେ ବଦଳିବ ଟିକା ସମୟ, ସକାଳେ ପ୍ରଥମ ଓ ଅପରାହ୍ନରେ ଦ୍ବିତୀୟ ଡୋଜ୍

ଭୁବନେଶ୍ବର : ଏଣିକି ରାଜଧାନୀ ଭୁବନେଶ୍ବରରେ ବଦଳିବ ଟିକା ସମୟ । ସକାଳେ ପ୍ରଥମ ଡୋଜ୍ ଓ ଅପରାହ୍ନରେ ଦିଆଯିବ ଦ୍ବିତୀୟ ଡୋଜ୍ । ଏନେଇ ବିଏମସି କମିଶନର ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । ପ୍ରଥମ ଡୋଜ୍ ନେଇଥିବା ଯୁବ ବର୍ଗଙ୍କୁ ନିର୍ଦ୍ଧାରିତ ତାରିଖ ମୁତାବକ ଦିଆଯାଉଛି ଦ୍ବିତୀୟ ଡୋଜ୍ ।…

ଭୁବନେଶ୍ୱରରେ ଟିକାକରଣ ପାଇଁ ନୂଆ ନିୟମ

ଭୁବନେଶ୍ୱର: ଭୁବନେଶ୍ୱରରେ ୧୮ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ପ୍ରଥମ ଡୋଜ୍ ସକାଳ ସେସନରେ ଏବଂ ଦ୍ୱିତୀୟ ଡୋଜ ଅପରାହ୍ନ ସେସନରେ ଦିଆଯିବ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କମିଶନର ସଞ୍ଜୟ ସିଂ ଶୁକ୍ରବାର ଦିନ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି। ତାଙ୍କ…

୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର: ସୋମବାରଠାରୁ ରାଜଧାନୀରେ ପୁଣି ଥରେ ୧୮ରୁ ଅଧିକ ବୟସ୍କଙ୍କ ଲାଗି ଆରମ୍ଭ ହେବାକୁ ଯାଉଛି ଟିକାକରଣ। ୫ ଦିନର ବ୍ୟବଧାନ ପରେ ଏହି ବର୍ଗଙ୍କ ଲାଗି ପୁଣି ଥରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏ ନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ସୂଚନା…

ଟିକା ନ ନେଲେ ଦରମା ବନ୍ଦ

ନୂଆଦିଲ୍ଲୀ: କୋଭିଡ ଟିକାକରଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଉତ୍ତରପ୍ରଦେଶର ଫିରୋଜାବାଦ ଜିଲ୍ଲା ପ୍ରଶାସନ ଟିକାକରଣ ନକଲେ ସରକାରୀ କର୍ମଚାରୀ ସେମାନଙ୍କ ଦରମା ପାଇବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି ଯେ ଜିଲ୍ଲା ମାଜିଷ୍ଟ୍ରେଟ “ଟିକାକରଣ…

ରାଜଧାନୀରେ ଟିକାକରଣ ଲାଗି ୧୮ରୁ ୪୪ ବୟସ୍କ କରିପାରିବେ ସ୍ଲଟ୍ ବୁକ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବର‌ରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ବର୍ତ୍ତମାନ କୋଭାକ୍ସିନର ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ (ବିଏମସି) ମଙ୍ଗଳବାର ସୂଚନା ଦେଇଛି ଯେ ଯୋଗ୍ୟ ହିତାଧିକାରୀମାନେ ଜୁନ୍ ୨ ରୁ ଜୁନ୍ ୫ ପାଇଁ ସ୍ଲଟ୍…