Latest Odisha News
Browsing Tag

vaccine

ଭାରତରେ ବ୍ୟବହାର ହେବ ବ୍ରିଟେନ୍ ପଠାଯିବାକୁ ଥିବା ୫୦ ଲକ୍ଷ ‘କୋଭିସିଲ୍ଡ’

ନୂଆଦିଲ୍ଲୀ: ବ୍ରିଟେନ୍ ପଠାଯିବାକୁ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ ଲକ୍ଷ ଡୋଜର ବ୍ୟବହାର ଭାରତ କରାଯିବ । ଏହି ଡୋଜକୁ ଦେଶର ୨୧ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହି ଡୋଜକୁ ସେରମ ଇନଷ୍ଟିଚ୍ୟୁଟ୍ ବ୍ରିଟେନ୍…

ପ୍ରେସରରେ ପୁନାୱାଲା, କହିଲେ ‘ଭ୍ୟାକ୍ସିନ୍ ପାଇଁ ଆସୁଛି ଧମକପୂର୍ଣ୍ଣ କଲ୍’

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନୱାଲା ଅଭିଯୋଗ କରିଛନ୍ତି ଭ୍ୟାକ୍ସିନ୍ ବିତରଣକୁ ନେଇ ତାଙ୍କ ଉପରେ ଚାପ ପଡ଼ୁଛି । ଦେଶର ବିଭିନ୍ନ ଶକ୍ତିଶାଳୀ ବ୍ୟକ୍ତି ଯେଭଳି ମୁଖ୍ୟମନ୍ତ୍ରୀ, ବ୍ୟବସାୟୀ ଏବଂ ଅନ୍ୟମାନେ ପୁନାୱାଲାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ କରୁଥିବା ସେ ଅଭିଯୋଗ…

ଦେଢ଼ ଦିନ ଯିବ ଗଚ୍ଛିତ ଭ୍ୟାକ୍ସିନ୍, ବୁଧବାର ୧୦ ଜିଲ୍ଲାରେ ବନ୍ଦ ଥିଲା ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣ ଓ ଭ୍ୟାକ୍ସିନ୍ ଷ୍ଟକ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ଗତକାଲି ବୁଧବାର ରାଜ୍ୟର ୫୫୬ଟି ଟିକାକରଣ କେନ୍ଦ୍ରରେ ୭୧ ହଜାର ୪୭୧ ଜଣଙ୍କୁ ଟିକା ଦିଆଯାଇଛି । ଏଯାଏଁ ରାଜ୍ୟରେ ୪୬ ଲକ୍ଷ ୫୬ ହଜାର ୪୫୦ ଡୋଜ୍ ଟିକା…

୬ ଦିନରେ ଦେଶରେ କୋଭିଡ୍ ଟିକା ନେଲେଣି ୧୦.୫ ଲକ୍ଷ ହିତାଧିକାରୀ, ଜାଣନ୍ତୁ ଓଡ଼ିଶାରେ କେତେ ଜଣ ନେଇଛନ୍ତି…

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଜାରି ରହିଛି ଯୁଦ୍ଧ । ଭାରତରେ ଚଳିତମାସ ୧୬ ତାରିଖରୁ ଜାତୀୟ ଟିକାକରଣ ଦିବସରେ ଆରମ୍ଭ ହୋଇଥିବା କୋଭିଡ୍ ଟିକାକରଣ ଜାରି ରହିଛି । ଦେଶବ୍ୟାପୀ ଜାରି ରହିଥିବା ଟିକାକରଣର ୬ ଦିନ ମଧ୍ୟରେ ପାଖାପାଖି ୧୦ ଲକ୍ଷ ୫୦ ହଜାର ହିତାଧିକାରୀଙ୍କୁ କୋଭିଡ୍ ଟିକା…

କୋଭିଡ-୧୯ ଟୀକାର ଗବେଷଣା ଓ ବିତରଣ ବ୍ୟବସ୍ଥାର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କୋଭିଡ ମହାମାରୀ ପାଇଁ ଟୀକା ଗବେଷଣା ଓ ଜନସାଧାରଣଙ୍କ ମଧ୍ୟରେ ଏହାର ସୁବିତରଣ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନମୁନା ପରୀକ୍ଷଣ ସମ୍ପର୍କିତ ପ୍ରଯୁକ୍ତି, ରୋଗ ସଂସ୍ପର୍ଶରେ ଆସିଥିବା…

[ଭିଡିଓ] ଭାରତରୁ କିଏ କରୁଥିଲା ଇରାକକୁ କୋଭିଡ-୧୯ ଭ୍ୟାକ୍ସିନ୍ ଚୋରା ଚାଲାଣ ?

ଗୁରୁଗ୍ରାମ୍‌: ଏକ ବଡ ଧରଣର ଧରପଗଡରେ ଗୁରୁଗ୍ରାମ ପୋଲିସକୁ ମିଳିଛି ବଡ ସଫଳତା । ଭାରତରୁ ଇରାକକୁ କୋଭିଡ୍‌-୧୯ ଟିକା ଚୋରା ଚାଲାଣ କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଛି । ଧରପଗଡରେ ୯ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । କିଏ ଓ କେମିତି ଇରାକକୁ କରୁଥିଲା କୋଭିଡ୍‌-୧୯…