Latest Odisha News
Browsing Tag

Video Viral

ସାବାସ୍ କୁସୁମ୍‌: ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ ୧୫ ବର୍ଷର ଝିଅ

ପଞ୍ଜାବ: ସାହସିକତା ଦେଖାଇଲେ ୧୫ ବର୍ଷର କୁସୁମ । ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ । ଫୋନ୍ ଛଡାଇ ନଉଥିବା ଦୁଇ ଲୁଟେରାକୁ କାବୁ କଲେ କୁସୁମ । ପଞ୍ଜାବ ଜଳନ୍ଧରର ଜଣେ ୧୫ ବର୍ଷୀୟ ନାବାଳିକାର ଏହି ସାହସିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । More power to…

ଦିଶା ପଚାରିଲେ ‘ରଷୋଡେ ମେଁ କୌନ ଥା’, ଭିଡିଓ ଭାଇରାଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ସର୍ବଦା ନିଜର ବୋଲ୍ଡ ଲୁକ୍ ଏବଂ ଗ୍ଲାମରସ ଫଟୋ ଓ ଭିଡିଓ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହିଥାନ୍ତି । ଏବେ ମଲଙ୍ଗ ଗାର୍ଲ ଦିଶା ପଟାନିଙ୍କ ଫନି ଅନ୍ଦାଜ ସାମ୍ନାକୁ ଆସିଛି । ସେ ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି ।…

କେତେ ସତ କେତେ ମିଛ, ଗାଁ ଦାଣ୍ଡରେ ବୁଲିଲା କୁମ୍ଭୀର

ଭଦ୍ରକ: ଯାଜପୁର ଦତ୍ତପୁର ଗାଁରେ ଆଜି କୁମ୍ଭୀର ବୁଲୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି । ତେବେ ଏହି ଭିଡିଓଟି ଆଜିର ନୁହେଁ । ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ । ଏହି ଭିଡିଓ ଅନ୍ୟ ରଜ୍ୟର ବୋଲି ଯାଜପୁର ରୋଡ୍ ରେଂଜର…

ମୟୂରଙ୍କୁ ଖୁଆଇଲେ ମୋଦୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଭିଡିଓ । ଯେଉଁଥିରେ ପ୍ରଧାନମନ୍ତ୍ରୀ ନିଜ ହାତରେ ମୟୂରକୁ ଖାଇବାକୁ ଦେଉଛନ୍ତି । ଆଉ ମୟୂରଟି ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହାତରୁ ବେଶ୍ ଆରାମରେ ଖାଉଛି । ପ୍ରକୃତରେ ଏହି ମୟୂରଟି…

କାହିଁକି ଆତ୍ମହତ୍ୟା ଉଦ୍ୟମ କଲେ ଏହି ଅଭିନେତ୍ରୀ ?

ଚେନ୍ନାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ମନରେ ନ ଲିଭୁଣୁ ଆଉ ଜଣେ ଅଭିନେତ୍ରୀ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ରବିବାର ତାମିଲ ଅଭିନେତ୍ରୀ ବିଜୟଲକ୍ଷ୍ମୀ ଆତ୍ମହତ୍ୟା ଉଦ୍ୟମ କରିଥିଲାବେଳେ ଚେନ୍ନାଇର ଏକ ହସ୍ପିଟାଲରେ ତାଙ୍କୁ ଗୁରୁତର ଅବସ୍ଥାରେ ଆଡମିଟ୍ କରାଯାଇଛି ।…