Latest Odisha News
Browsing Tag

Vijay Mallya

କେବଳ ରାହୁଲ ନୁହେଁ, ଆଇରନ୍ ଲେଡିଙ୍କ ସହ ମୋଟ୍ ୧୬ ଜଣ ହରାଇଛନ୍ତି ସାଂସଦ ସଦସ୍ୟତା

କୌଣସି ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜଣେ ବିଧାୟକ କିମ୍ବା ସାଂସଦ, ଅଯୋଗ୍ୟ ଘୋଷିତ ହୋଇ ସେମାନଙ୍କ ପଦ ହରାଇଥାନ୍ତି। ମାନେ, ସେମାନଙ୍କ ବିଧାୟକ କିମ୍ବା ସାଂସଦ ପଦ ରଦ୍ଦ ହୋଇଯାଏ । ସମ୍ବିଧାନ ପ୍ରଣୟନ ପରଠାରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ଆସୁଛି। ନିକଟରେ କେରଳ…

ଚୋକସି, ମାଲ୍ୟା ଓ ମୋଦୀ ଠକେଇ ମାମଲା: ବ୍ୟାଙ୍କ ଫେରସ୍ତ ପାଇଛନ୍ତି ୯ ହଜାର କୋଟି

-ମୋଟ୍ ୧୮ହଜାର କୋଟିର ସମ୍ପତ୍ତି ଜବତ କରିଛି ଇଡି ନୂଆଦିଲ୍ଲୀ: ନିରବ ମୋଦୀ, ବିଜୟ ମାଲ୍ୟା ଓ ମେହୁଲ ଚୋକସିଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୋଟ ୧୮,୧୭୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଠକେଇର ଶିକାର ହୋଇଥିବା ରାଷ୍ଟ୍ରାୟତ ବ୍ୟାଙ୍କ ଓ କେନ୍ଦ୍ର ସରକାରଙ୍କୁ ୯୩୭୧.୧୭…

ବ୍ରିଟେନରେ ରହିବାକୁ ଆଉ ଏକ ବାଟ ଖୋଜୁଛନ୍ତି ମାଲ୍ୟା

ନୂଆଦିଲ୍ଲୀ: ବିଜୟ ମାଲ୍ୟା ବ୍ରିଟେନରେ ରହିବାକୁ ଅନ୍ୟ ଏକ ବାଟ ଖୋଜୁଛନ୍ତି। ଏଥିପାଇଁ ସେ ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲଙ୍କୁ ନିବେଦନ କରିଛନ୍ତି। ଶୁକ୍ରବାର ଦିନ ଲଣ୍ଡନର ବ୍ରିଟେନ ହାଇକୋର୍ଟରେ ମାଲ୍ୟାଙ୍କ ଦେବାଳିଆ ପ୍ରକ୍ରିୟା ଉପରେ ଶୁଣାଣି ବେଳେ ତାଙ୍କ ଆଇନ ପ୍ରତିନିଧୀ ଏହି…

ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟି ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ୧୪ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଇଡିର କହିବା ଅନୁସାରେ ବିଜୟ ମାଲ୍ୟାଙ୍କ ୩୨ avenue FOCH, ଫ୍ରାନ୍ସ ସମ୍ପତ୍ତି ଫ୍ରାନ୍ସ ଅଥରିଟି ପକ୍ଷରୁ ଜବତ କରାଯାଇଛି । ଫ୍ରାନ୍ସରେ ଜବତ କରାଯାଇଥିବା ସମ୍ପତ୍ତିର ମୂଲ୍ୟ ୧.୬…

ବିଜୟ ମାଲ୍ୟାଙ୍କୁ ମିଳିଲା ଆଶ୍ୱସ୍ତି; ଦେବାଳିଆ ଘୋଷଣା ଲାଗି ହାଇକୋର୍ଟରେ ଶୁଣାଣି ସ୍ଥଗିତ

ଲଣ୍ଡନ: ଭାରତରେ ପଳାତକ ଘୋଷିତ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏବେ ଲଣ୍ଡନ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାଲ୍ୟାଙ୍କୁ ଦେବାଳିଆ ଘୋଷିତ କରିବା ଲାଗି ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲା । କେବଳ ଏସବିଆଇ ନୁହେଁ ବରଂ ଏସବିଆଇ ସହିତ ଏକାଧିକ ବ୍ୟାଙ୍କ୍…

ବିଜୟ ମାଲ୍ୟାଙ୍କ ପରେ ପଳାତକ ଘୋଷିତ ହେଲେ ନୀରବ

ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଏକ ଯାଚିକା ଦାଖଲ ପରେ ମୁମ୍ବାଇର ଏକ କୋର୍ଟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କୁ ପଳାତକ ଘୋଷଣା କରିଛନ୍ତି । ଅର୍ଥନୈତିକ ଅପରାଧ ପାଇଁ ପଳାତକ ଘୋଷିତ ହୋଇଥିବା ବିଜୟ ମାଲ୍ୟାଙ୍କ ପରେ ୨ୟ ସ୍ଥାନ ପାଇଛନ୍ତି ନୀରବ ମୋଦି । ଗତ ଅଗଷ୍ଟ…