Latest Odisha News
Browsing Tag

Volodymyr Zelenskyy

ଭାରତରେ ବିକ୍ରୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନାଁରେ ଚା’ ପତି

ଭୁବନେଶ୍ୱର: ୟୁକ୍ରେନ୍ ଓ ଋଷିଆର ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଆଖି ଆଗରେ ୟୁକ୍ରେନ୍‌କୁ ଧ୍ୱସ୍ତ କରିବାରେ ଲାଗିପଡିଛି ପୁତିନଙ୍କ ନୃଶଂସ ସେନା । ଏପରି ସ୍ଥିତିରେ ବି ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କି ବିଚଳିତ ନହୋଇ ନିଜ ଜନତାଙ୍କ ସହ ଠିଆ…

ପୁଟିନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଲେ ଜେଲେନସ୍କି

ଓଡ଼ିଶା ସମ୍ବାଦ ବ୍ୟୁରୋ: ରୁଷ୍ ଓ ୟୁକ୍ରେନ୍ ଭିତରେ ୧୮ ଦିନ ହେବ ଯୁଦ୍ଧ ଚାଲିଛି । ୟୁକ୍ରେନର ବିଭିନ୍ନ ସହରକୁ ଛାରଖାର କରି ଦେଲାଣି ପୁଟିନ୍ ସେନା । ଘମାଘୋଟ ଲଢ଼େଇ ଚାଲିଛି . ଆକାଶରୁ ମିସାଇଲ୍ ଓ ରକେଟ୍ ଖସୁଛି । ଜନବସତି ବି ଧ୍ୱଂସସ୍ତୁପ ପାଲଟିଲାଣି । ବଡ଼ ବଡ଼ ଅଟ୍ଟାଳିକା ଖଣ୍ଡ…

ୟୁକ୍ରେନର ନୋ-ଫ୍ଲାଏ ଜୋନ୍ ଦାବିକୁ ନାଟୋ ଅଗ୍ରାହ୍ୟ କରିବା ପରେ ଏମିତି କଥା କହିଲେ ଜେଲେନସ୍କି

କିଭ୍(ୟୁକ୍ରେନ): ରୁଷ ସହ ଭୟଙ୍କର ଯୁଦ୍ଧ ଲଢୁଛି ୟୁକ୍ରେନ୍ । ଶକ୍ତିଶାଳୀ ରୁଷ୍ ସୈନ୍ୟଙ୍କୁ ପ୍ରତିହତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି । ଏଭଳି ସ୍ଥିତିରେ ନା-ଫ୍ଲାଏ ଜୋନ୍ ପାଇଁ ନାଟୋ ନିକଟରେ ଦାବି ରଖିଥିଲା ୟୁକ୍ରେନ୍ । ଯାହାକୁ ନାଟୋ ଅଗ୍ରାହ୍ୟ କରି ଦେଇଛି । ଏହାପରେ…

କିଭ୍ ଦଖଲ ପାଇଁ ଆଜି ରାତିରେ ଝଡ଼ ଭଳି ପଶିବେ ପୁଟିନ୍ ସୈନ୍ୟ

କିଭ୍ (ୟୁକ୍ରେନ୍): ୟୁକ୍ରେନରେ ଯୁଦ୍ଧ ଘନଘଟା । କିଭ୍ ଦଖଲ ଦିଗରେ ଅଗ୍ରସର ହେଉଛି ରୁଷିଆ । ଜୋରଦାର ହମଲା ଜାରି ରଖିଛି । ରାଜଧାନୀ କିଭକୁ ଚାରିଆଡୁ ଘେରି ସାରିଲେଣି ରୁଷ୍ ସୈନ୍ୟ । ଆଜି ରାତିରେ ପୂରା ରାଜଧାନୀକୁ ଦଖଲକୁ ନେଇ ଯାଇ ପାରନ୍ତି । ଏଭଳି ଆଶଙ୍କା କରିଛନ୍ତି ୟୁକ୍ରେନ୍…