Latest Odisha News

BREAKING NEWS

Browsing Tag

vssut

ଡାଏଟମ୍‌ ଟେଷ୍ଟ୍ ରିପୋର୍ଟ ବି କହୁଛି ପାଣିରେ ବୁଡି ହୋଇଛି ଚିନ୍ମୟୀଙ୍କ ମୃତ୍ୟୁ, ଭିସେରା ରିପୋର୍ଟକୁ ପୋଲିସର ଅପେକ୍ଷା

ସମ୍ବଲପୁର : ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ମାମଲାରେ ଶନିବାର ଆସିଛି ଡାଏଟମ୍‌ ଟେଷ୍ଟ ରିପୋର୍ଟ । ବ୍ୟବଚ୍ଛେଦ ରିପୋର୍ଟ ଭଳି ଡାଏଟମ୍‌ ଟେଷ୍ଟ ରିପୋର୍ଟରେ ମଧ୍ୟ ସମାନ କଥା ଉଲ୍ଲେଖ ରହିଛି । ଅର୍ଥାତ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି…

ଭିସୁଟ ଛାତ୍ରୀ ହତ୍ୟା ମାମଲା: ସସପେନ୍ସ ବଢାଇଲା ଚିନ୍ମୟୀଙ୍କ ବେକରେ ଥିବା କଳା ଦାଗ

ସମ୍ବଲପୁର: ୩ ଦିନ ବିତିଲା । ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି,…

IIT ଓ NIT ପରି ଇଞ୍ଜିନିୟରିଂ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବେ ବିକଶିତ ହେବ VSSUT

ସମ୍ବଲପୁର: ସମ୍ବଲପୁରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି. କେ. ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା । ଆଜି ସମ୍ବଲପୁର ଗସ୍ତରେ ଯାଇ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ମା’…

ବୁର୍ଲା ଭିସୁଟରେ ଅଫଲାଇନ୍ କ୍ଲାସ ବାତିଲ

ସମ୍ବଲପୁର: ବୁର୍ଲା ଭିସୁଟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକ ଦୃଷ୍ଟିରେ ରଖି ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟାର ଅଫଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି । କ୍ୟାମ୍ପସ ଛାଡ଼ିଲେ ଛାତ୍ରଛାତ୍ରୀ । କୋଭିଡ଼ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କୁ ଅଙ୍ଗିରା ହଷ୍ଟେଲରେ ଆଇସୋଲେସନରେ…

ବୁର୍ଲା VSSUTରେ ଅଫଲାଇନ୍ କ୍ଲାସ୍ ବାତିଲ୍, ଅନଲାଇନରେ ହେବ ଥିଓରୀ

ସମ୍ବଲପୁର: ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT) ଶ୍ରେଣୀଗୃହ ପାଠପଢ଼ା ବାତିଲ୍ କରି ଦେଇଛନ୍ତି । ସମସ୍ତ ବର୍ଷର ଛାତ୍ରଛାତ୍ରୀଙ୍କ ଲାଗି ଅଫଲାଇନ୍ ପାଠପଢ଼ା ସହ ସେମିଷ୍ଟାର ବାତିଲ୍ କରାଯାଇଥିବା ସୂଚନା ଦେଇଛନ୍ତି…

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି । ଭିସୁଟ୍‌ର ହଷ୍ଟେଲଗୁଡିକୁ…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…