Latest Odisha News

BREAKING NEWS

Browsing Tag

war

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସ, ଡ୍ରାଗନ କରିବ କି ଆକ୍ରମଣ ?

ନୂଆଦିଲ୍ଲୀ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ବିବ୍ରତ ହୋଇ ପଡ଼ିଥିବା ଚୀନ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଯୁଦ୍ଧାଭ୍ୟାସରେ ଚୀନ ୭୧ଟି ଫାଇଟର ଜେଟ୍ ସାହାଯ୍ୟରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି । ଏହି ଅପରେସନର ନା ରଖାଯାଇଛି ଜଏଣ୍ଟ ସ୍ୱାର୍ଡ । ଯାହା…

[ଦେଖନ୍ତୁ ଭିଡିଓ] ତାଇୱାନ ଭୋଗିବ କି ୟୁକ୍ରେନ୍ ଦଶା ? ଆମେରିକାର ଏଭଳି ଅଭ୍ୟାସ ପାଇଁ ହୋଇଥିଲା ଯୁଦ୍ଧ

ନୂଆଦିଲ୍ଲୀ: ୟୁକ୍ରେନ୍-ଋଷ ଯୁଦ୍ଧ ଥମିନି । ଏପଟେ ଆଉ ଗୋଟେ ଯୁଦ୍ଧ ଭଳି ସ୍ଥିତି ଉପୁଜିଲାଣି । ନାଟୋରେ ସାମିଲ୍ ନେଇ ଆମେରିକା କଥାରେ ଡେଇଁବା ୟୁକ୍ରେନକୁ ବେଶ୍ ଭାରି ପଡ଼ିଛି । ଆଉ ଏବେ ତାଇୱାନ ଉପରେ ଚୀନ ଆଧିପତ୍ୟ ବିସ୍ତାର ପାଇଁ ଉଦ୍ୟମ କରିଥିବା ବେଳେ ଆଗକୁ ଆସିଛି ଆମେରିକା । ତାଇୱାନ…

ୟୁକ୍ରେନ ଯାଇ ଜେଲେନସ୍କିଙ୍କୁ ଭେଟିଲେ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍

ଭୁବନେଶ୍ୱର: ଶନିବାର ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ଜନସନଙ୍କ ଏହି ଗସ୍ତ ଅଚାନକ ଥିଲା ବୋଲି ଜଣାପଡ଼ିଛି । ବ୍ରିିଟେନର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ମଧ୍ୟ ଏ ବିଷୟରେ ଅଜ୍ଞ ଥିଲେ । ଲଣ୍ଡନରେ ଅବସ୍ଥାପିତ ୟୁକ୍ରେନର ରାଷ୍ଟ୍ରଦୂତ କାର୍ଯ୍ୟାଳୟ…

ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛୁ; କମାଣ୍ଡର ଅମିର ଅକମଲ୍‌

ନୂଆଦିଲ୍ଲୀ: ପଞ୍ଜଶିରର କମାଣ୍ଡର ଅମିର ଅକମଲ ତାଲିବାନୀଙ୍କ ସହ ଯୁଦ୍ଧ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି। ସେ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଏ କଥା କହିଛନ୍ତି। ସେ କହିଛନ୍ତି ସେମାନେ ଯେକୌଣସି ଫାଟକରୁ ତାଲିବାନ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ। ଆମିର ଅକମଲ କହିଛନ୍ତି,…

ଗୋଟିଏ ସପ୍ତାହରେ ୨୦୦ କୋଟି କ୍ଳବରେ ସାମିଲ ହେଲା ଚଳଚ୍ଚିତ୍ର ‘ୱାର’

ମୁମ୍ବାଇ : ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ଼ ଭାଙ୍ଗୁଛି ହ୍ରିତିକ୍‍ ରୋଶନ-ଟାଇଗର ଶ୍ରଫ୍‍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ୱାର୍‍’ । ଗୋଟିଏ ସପ୍ତାହରେ ଏହା ୨୦୦ କୋଟି କ୍ଲବ୍‍ରେ ସାମିଲ ହୋଇଯାଇଛି। ମୁକ୍ତିଲାଭର ମାତ୍ର ୩ ଦିନରେ ଏହା ୧୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ସାତ…