Latest Odisha News
Browsing Tag

Woman killed

ମହିଳାଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ଅନୁଗୁଳ: ହାତୀ ଆକ୍ରମଣରେ ମହିଳା ମୃତ । ପାତ୍ରପଡ଼ା ପଞ୍ଚାୟତ ଖଇରବେରେଣି ଗାଁର ଶୈଳବାଳା ଦେହୁରୀଙ୍କ ମୃତ୍ୟୁ ହୋଇଛି । ରବିବାର ସକାଳେ ଗାଁ ନିକଟ ଜଙ୍ଗଲକୁ ଶୌଚ ହେବା ପାଇଁ ଯାଇଥିବା ବେଳେ ଏକ ହାତୀ ସହ ମୁହାଁମୁହିଁ ହୋଇଥିଲେ ଶୈଳବାଳା ଓ ବତୀ । ହାତୀକୁ ଦେଖି ବତୀ ପ୍ରଧାନ ଦୌଡ଼ି ପଳାଇ…

ସ୍ତ୍ରୀର ତଣ୍ଟି କାଟି ଦେଲା ସ୍ୱାମୀ

ଖୋର୍ଦ୍ଧା: ସ୍ୱାମୀ ସାଜିଲା ସୈତାନ୍ । ସ୍ତ୍ରୀର ତଣ୍ଟି କାଟିଦେଲା । ଶ୍ୱଶୂର ଘରେ ସ୍ତ୍ରୀର ତଣ୍ଟି କାଟି ହତ୍ୟା କରିଛି ସ୍ୱାମୀ । ଏହାପରେ ଚମ୍ପଟ ମାରିଛି । ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଗୁରୁଜଙ୍ଗରେ ଗତକାଲି ରାତିରେ ଏହି ହତ୍ୟାକାଣ୍ଡ ହୋଇଛି । ମୃତକଙ୍କ ନାଁ ଇନ୍ଦିରା ପ୍ରିୟଦର୍ଶୀ…

ଦନ୍ତା ହାତୀ ଆକ୍ରମଣରେ ମହିଳା ମୃତ, ୩ ଗୁରୁତର

ଖୋର୍ଦ୍ଧା: ଦନ୍ତା ହାତୀର ଉତ୍ପାତ । ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ମଳିପଡ଼ାର ରାମଚଣ୍ଡି ଗାଁରେ ଆଜି ସକାଳୁ ସକାଳୁ ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି । ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସେମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଏକତରଫା ପ୍ରେମରୁ ହତ୍ୟା: ଯୁବକଙ୍କ ଛୁରାମାଡ଼ରେ ପ୍ରେମିକାଙ୍କ ମାଆ ମୃତ, ଯୁବତୀ ଗୁରୁତର

ଭବାନୀପାଟଣା: ଏକତରଫା ପ୍ରେମରୁ ହତ୍ୟା । ପ୍ରେମିକ ସାଜିଲା ସୈତାନ । ପ୍ରେମର ବିଫଳ ହେବାରୁ ପ୍ରତିଶୋଧ ନେବାକୁ ଯାଇ ଉନ୍ମତ୍ତକାଣ୍ଡ କରିଛି । ଯାହାକୁ ପ୍ରେମ କରୁଥିବା ତାକୁ ଜୀବନରୁ ମାରି ଦେବାକୁ ଉଦ୍ୟମ କଲା । ଯୁବକଙ୍କ ଛୁରାମାଡ଼ରେ ଯୁବତୀ ଗୁରୁତର ହୋଇଥିବା ବେଳେ ତାଙ୍କ ମାଆଙ୍କର ମୃତ୍ୟୁ…