Latest Odisha News

BREAKING NEWS

Browsing Tag

Woman

ମହଙ୍ଗା ପଡିଲା ମାଛଧରା, ଝାମ୍ପିନେଲା କୁମ୍ଭୀର

କେନ୍ଦ୍ରାପଡା: ରାଜନଗରର ଭିତରକନିକା ଜାତୀୟ ଉଦ୍ୟାନ ନଦୀରେ କୁମ୍ଭୀର ଆତଙ୍କ । ମହିଷାମୁଣ୍ଡା ଫରେଷ୍ଟ ବ୍ଲକ ନଦୀରେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣିନେଇଥିବା ସୂଚନା ମିଳିଛି । ମାଛ ଧରିବାକୁ ଯାଇଥିବା ମହିଳାଙ୍କ ଖଣ୍ଡବିଖଣ୍ଡିତ ଶରୀର ଉଦ୍ଧାର ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ…

ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ରାଉରକେଲା: ରାଉରକେଲାର ବ୍ରାହ୍ମଣୀ ନଦୀକୁ ଡେଇଁ ଗୁରୁବାର ଦିନ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ଅନୁଯାୟୀ, ପାରିବାରିକ କଳହ କାରଣରୁ ଜଣେ ବିବାହିତ ମହିଳା ବ୍ରାହ୍ମଣୀ ନଦୀରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଖବର ପାଇ ରଘୁନାଥପାଲି ପୋଲିସ ଓ ଅଗ୍ନିଶମ ବାହିନୀ…

ଶେଯ ସାଜିଲା ଜୁଇ…

ଯାଜପୁର: ଶୋଇଥିବା ଅବସ୍ଥାରେ ମୃତ୍ୟୁବରଣ । ଏହି ମୃତ୍ୟୁ ଅନେକଙ୍କ ପାଇଁ ଅଗ୍ରହଣୀୟ ହୋଇଥାଏ । କେହିକେହି ଏହାକୁ ଅଭିଶାପ ମଧ୍ୟ କହିଥାନ୍ତି । ହେଲେ ଯାଜପୁର ଜିଲ୍ଲା ଶ୍ରୀରାମପୁରର ଏକ ଲୋମଟାଙ୍କୁରା ଘଟଣା ସମସ୍ତଙ୍କୁ ଚକିତ କରିଛି । ଜଣେ ମହିଳା ଶୋଇଥିବା ଅବସ୍ଥାରେ ହିଁ ନିଆଁରେ ଜଳି ପ୍ରାଣ…

ଉଲଗ୍ନ ହୋଇ ଥାନା ସାମ୍ନାରେ ମହିଳାଙ୍କ ଉନ୍ମତ୍ତକାଣ୍ଡ

ପାଲଲହଡା: ଅନୁଗୁଳ ଜିଲ୍ଲା ପାଲଲହଡା ଅଞ୍ଚଳସ୍ଥିତ ଏକ ଥାନା ସମ୍ମୁଖରେ ଜଣେ ମହିଳାଙ୍କ ଉଲଗ୍ନ ହୋଇ ଲୋକଙ୍କୁ ମାରପିଟ ସହ ରାସ୍ତା ଅବରୋଧ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ସମୟରେ ଜଣେ ମହିଳା ଥାନା ସମୁଖରେ ପହଞ୍ଚିଥିଲେ। ପରେ କୌଣସି କାରଣ ବଶତଃ ସେ ହଠାତ୍…

ଭୋଟରଙ୍କୁ ବାଣ୍ଟୁଥିଲେ ଟଙ୍କା, ଧରିଲା ପୋଲିସ

ବାଲେଶ୍ୱର: ଆଜି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଭୋଟିଂ । ଏହି ସମୟ ବାଲେଶ୍ୱରରୁ ଆସିଛି ସଙ୍ଗୀନ ଅଭିଯୋଗ । ସେଠାକାର ୧ ନମ୍ବର ୱାର୍ଡ ଆଦିବାସୀ ସାହିରେ ଜଣେ ମହିଳା କିଛି ସମର୍ଥକଙ୍କ ସହ ଆସି ଭୋଟରଙ୍କୁ ଟଙ୍କା ବାଂଟୁଥିବା ଅଭିଯୋଗ ହୋଇଛି । ଏହାପରେ ସ୍ଥାନୀୟ…

ପ୍ରେମ ପାଇଁ ଦିଲ୍ଲୀରୁ ପଲ୍ଲୀ, ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା

ବାଲେଶ୍ୱର: ପ୍ରେମ ପାଇଁ ଦିଲ୍ଲୀରୁ ଆସିଲେ ପଲ୍ଲୀ । ବିବାହର ପ୍ରତିଶ୍ରୁତି ଦେଇ ଠକିଦେଲା ପ୍ରେମିକ । କଥା ଦେଇ ରଖିଲେନି କଥା । ନ୍ୟାୟ ପାଇଁ ପ୍ରେମିକ ଘର ଆଗରେ ଧାରଣା ଦେଲା ପ୍ରେମିକା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରୁପ୍‌ସା ଥାନା ଗଡପଦା ପଂଚାୟତ ଶାସନ ଗାଁରେ ।…

ଟ୍ରେନରେ ଜନ୍ମ ନେଲେ ୩ ଶିଶୁ, ପରେ ଆଖି ବୁଜିଲେ

ଭଦ୍ରକ: ଭଦ୍ରକ ରେଳୱେ ଷ୍ଟେସନରେ ଶୁକ୍ରବାର ଦିନ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ଗର୍ଭବତୀ ମହିଳା ଚଳନ୍ତା ଟ୍ରେନରେ ୩ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ପରେ ମା’ ଓ ନବଜାତକକୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସମସ୍ତ ଶିଶୁ ପୁତ୍ରଙ୍କର…