Latest Odisha News
Browsing Tag

Work From Home

‘ୱାର୍କ ଫ୍ରମ୍ ହୋମ୍’ ନାଁରେ ସାଇବର ଠକେଇ, ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର: ପ୍ରଥମେ ବିଶ୍ୱାସ ଜନ୍ମାଇ ପରେ ବିଶ୍ୱାସରେ ବିଷ ଦେଉଥିଲେ । ଅନଲାଇନରେ ହ୍ଵାଟସ୍ଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ ପଠାଇ, “Work from Home“ ଜରିଆରେ ଅଜଣା ବ୍ୟକ୍ତି ପଠାଇଥିବା ଭିଡିଓ ଗୁଡ଼ିକୁ ଲାଇକ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର…

ୱାର୍କ ଫ୍ରମ୍ ହୋମ୍ ପାଇଁ ବାଣିଜ୍ୟ ବିଭାଗ ଜାରି କଲା ନୂଆ ନିୟମ

ନୂଆଦିଲ୍ଲୀ: ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରୀ ବିଶେଷ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର (ୱାର୍କ ଫ୍ରମ୍ ହୋମ୍) ନୂଆ ନିୟମ ୪୩(ଏ)- ୨୦୦୬ ଅନୁଯାୟୀ ଆର୍ଥିକ କ୍ଷେତ୍ରରେ ଘରୁ କାମ କରିବାର ଅନୁମତି (ୱାର୍କ ଫ୍ରମ୍ ହୋମ୍) ସର୍ବାଧିକ ଏକ ବର୍ଷ ପାଇଁ ରହିବ ଏବଂ ଏହା ମୋଟ ଶ୍ରମିକ ମାନଙ୍କର…

କରୋନାରେ ୱାର୍କ ଫ୍ରମ୍ ହୋମ୍ ଟ୍ରେଣ୍ଡ୍‌: ଘରମୁହାଁ ବାହାର ରାଜ୍ୟରେ ରହୁଥିବା ଆଇଟି ପ୍ରଫେସନାଲ

ଭୁବନେଶ୍ୱର: କରୋନା ପାଇଁ ଆଇଟି କମ୍ପାନୀଗୁଡିକ ଆସନ୍ତା ୫ ମାସ ଯାଏଁ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିଷ୍ପତ୍ତି ନେଲେଣି । ତେଣୁ ରାଜ୍ୟ ବାହାରେ ଥିବା ଆଇଟି ଇଂଜିନିଅରମାନେ ପରିବାର ସହ ନିଜ ନିଜ ଘରକୁ ଫେରୁ ଥିବା ଦେଖିବାକୁ ମିଳୁଛି । ବର୍ଷକୁ ମାତ୍ର ଥରେ କି ଦୁଇ ଥର ସେ ବି ବେଶୀ ହେଲେ…

ଆଇଟି ଓ ବିପିଓ ସେକ୍ଟର ପାଇଁ ବଢ଼ିଲା ଓ୍ୱାର୍କ ଫ୍ରମ୍ ହୋମ୍ ଅବଧି

ନୂଆଦିଲ୍ଲୀ: ଆଇଟି ଓ ବିପିଓ କମ୍ପାନୀ ଏବଂ ଏଥିରେ କାର‌୍ୟ୍ୟରତ କର୍ମଚାରୀଙ୍କ ପାଇଁ ଖୁସି ଖବର । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେସବୁ କମ୍ପାନୀ ପାଇଁ ଓ୍ୱାର୍କ ଫ୍ରମ୍ ହୋମ୍ ଅବଧିକୁ ଆଉ ପାଞ୍ଚ ମାସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆସନ୍ତା ଡିସେମ୍ବର ୩୧ ଯାଏଁ ଅବଧି ବଢ଼ିଛି ।…

କରୋନା ଯୋଗୁଁ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍‌-ହୋମ୍ ବ୍ୟବସ୍ଥା ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ହପ୍ପିଟାଲ୍‌, ରିଟେଲ୍ ଷ୍ଟୋର୍ ଓ…