Latest Odisha News

BREAKING NEWS

Browsing Tag

World Health Day

ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର

ଭୁବନେଶ୍ୱର: କଳିଙ୍ଗ ହସ୍ପିଟାଲ୍ ଭୁବନେଶ୍ୱର ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଛି । ଏହି ଅବସରରେ କଳିଙ୍ଗ ହସ୍ପିଟାଲରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ ହସ୍ପିଟାଲର ୧୦୦ରୁ ଅଧିକ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । କଳିଙ୍ଗ ହସ୍ପିଟାଲର ଅଧ୍ୟକ୍ଷ ଡ.…

ଆଜି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’: ରାଜ୍ୟର ସମସ୍ତ ନର୍ସ, ଡାକ୍ତରଙ୍କୁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ୱର: ଆଜି ହେଉଛି ‘ବିଶ୍ୱ ସ୍ୱାସ୍ଥ୍ୟ ଦିବସ’ । ରାଜ୍ୟର ହଜାର ହଜାର ନର୍ସ ଓ ଡାକ୍ତର ଏବେ କରୋନା ଭୂତାଣୁ ସଂକ୍ରମଣ ଜନିତ ଚିକିତ୍ସାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି । ରାଜ୍ୟର ସମସ୍ତ ନର୍ସ ଓ ଡାକ୍ତରମାନଙ୍କ କର୍ତ୍ତବ୍ୟବୋଧ ଏବଂ ଉତ୍ସର୍ଗୀକୃତ ମନୋଭାବନାକୁ ସମ୍ମାନ ଜଣାଇଛନ୍ତି…