Latest Odisha News

BREAKING NEWS

Browsing Tag

Yogi Adityanath

ଉତ୍ତରପ୍ରଦେଶରେ ଲାଗୁହବ ରାଷ୍ଟ୍ରପତି ଶାସନ!!

ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ଉତ୍ତରପ୍ରଦେଶ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ସମାଜବାଦୀ ପାର୍ଟି । ପାର୍ଟି ଅଭିଯୋଗ କରିଛି ଯେ ସରକାର ଆଇନ ଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବାରେ ଅସମର୍ଥ ତେଣୁ ରାଜ୍ୟରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରିବାକୁ ସପା ଦାବୀ କରିଛି ।…

ହାଥରସ ଘଟଣା: ରାତିରେ ଶବ ସଂସ୍କାରକୁ ସୁପ୍ରିମକୋର୍ଟରେ ଯୋଗୀଙ୍କ ସମର୍ଥନ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ହାଥରସ ଗଣଦୁଷ୍କର୍ମ ଘଟଣା ନେଇ ସାରା ଦେଶରେ ବିରୋଧ ଦେଖାଦେଇଛି । ରାତି ଅଧିଆ ପୀଡିତାଙ୍କ ଶବକୁ ପୋଲିସ ଅନ୍ତିମ ସଂସ୍କାର କରିବା ଘଟଣାକୁ ନେଇ ସମସ୍ତେ ପ୍ରଶ୍ନ ଉଠାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦୁଷ୍କର୍ମ ଓ ହତ୍ୟା ମାମଲାରେ ୟୁପି ସରକାର ସର୍ବୋଚ୍ଚ…

ହାଥ୍ରାସ ଗଣବଳତ୍କାର ମାମଲା: ଯୋଗୀଙ୍କ ସପକ୍ଷରେ ଠିଆ ହେଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବୀ ମଧ୍ୟରେ ତାଙ୍କ ସପକ୍ଷରେ ଠିଆ ହେଇଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ । ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକ ଏସଆଇଟି (ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ) ଗଠନ କରିଛନ୍ତି। ମୋତେ…

ହଥରସ କେସ: ଯୋଗୀ ସରକାରକୁ ଦଳ ଭିତରୁ ବିରୋଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହଥରସ ନାବାଳିକ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାକୁ ନେଇ ସାରା ଦେଶରେ ବିରୋଧର ସ୍ୱର ତୀବ୍ର ହୋଇଛି । ଟାର୍ଗେଟରେ ଉତ୍ତରପ୍ରଦେଶ ସରକାର । ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ବିରୋଧୀ କାଠଗଡ଼ାରେ ଠିଆ କରିଥିବା ବେଳେ ଦଳ ଭିତରୁ ବି କିଛି ନେତା ଟାର୍ଗେଟ କଲେଣି ।…