ପୁଣି ଅଘଟଣ: ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ
ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗ ନିକଟରେ ଅଘଟଣ । ମହାନଦୀରେ ବୁଡି ଦୁଇ ଯୁବକ ମୃତ, ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ । ଗାଧୋଇବାକୁ ଯାଇ ମହାନଦୀରେ ବୁଡି ଦୁଇ ଯୁବକ ମୃତ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଂଚାୟତ ପଥୁରିଆ ଗ୍ରାମର ଦୁଇ ଯୁବକ ।
ସକାଳ ୯ଟା ସମୟରେ…