Latest Odisha News
Browsing Tag

Youth Drowned

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ: ସମୁଦ୍ର ସ୍ନାନ ବେଳେ ଅଘଟଣ । ଗାଧୋଇବା ବେଳେ ସମୁଦ୍ରରେ ଭାସିଗଲେ ଯୁବକ । ଯାଜପୁର ଜିଲ୍ଲା ମାଳସାହି ଅଞ୍ଚଳର ଆୟୁଷ ଜେନା ସମୁଦ୍ରରେ ଭାସି ଯାଇଛନ୍ତି । ଆୟୁଷ ଚୈତନ୍ୟ ଛକ ବେଳାଭୂମି ସେକ୍ଟର ୯ରେ ସ୍ନାନ ବେଳେ ଭାସି ଯାଇଥିବା ବେଳେ ଅଗ୍ନିଶମ କର୍ମଚାରୀ ଓ ଲାଇଫ ଗାର୍ଡ ନିଖୋଜ…

ମହାନଦୀ ଯୋବ୍ରାରେ ଅଘଟଣ: ଗାଧୋଇବା ବେଳେ ବୁଡ଼ି ୨ ଯୁବକ ନିଖୋଜ

କଟକ: ମହାନଦୀ ଯୋବ୍ରାରେ ଅଘଟଣ। ଗାଧୋଉଥିବା ବେଳେ ବୁଡ଼ିଗଲେ ୨ ଜଣ ଯୁବକ । ଚୂନଭାଟି ଚାରିଘରିଆର ୩ ଜଣ ଯୁବକ ମହାନଦୀର ଯୋବ୍ରା ନିକଟରେ ଗାଧୋଉଥିବା ବେଳେ ୨ଜଣ ବୁଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଜାଣିବା ପରେ ପରେ ଗୁରୁତର ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲେ। ଏବେ ବି ଆଉ ୨ଜଣ ଯୁବକ…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ଯୁବକ

ଯାଜପୁର: ମାଛ ଧରିବାକୁ  ଯାଇ ନାଳରେ ବୁଡି ଯୁବକଙ୍କ ମୃତ୍ୟୁ ।  ଏଭଳି ଅଘଟଣ ଘଟିଛି ଯାଜପୁର ସଦର ଥାନା ଯମଧର ଡିଆ ନାଳରେ । ମୃତକ ହେଲେ ଯମଧର ଗାଁର ରାମହରି ଖୁଣ୍ଟିଆ । ଆଜି ଭୋରରୁ ସେ ମାଛ ଧରିବାକୁ ଯାଇଥିଲେ । ଏତିକିବେଳେ ନାଳରେ ଖସି ଯାଇଥିଲେ ରାମହରି । କିଛି ଲୋକ ତାଙ୍କୁ ଭାସି…