Latest Odisha News

BREAKING NEWS

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ଯୁବକ

ଯାଜପୁର: ମାଛ ଧରିବାକୁ  ଯାଇ ନାଳରେ ବୁଡି ଯୁବକଙ୍କ ମୃତ୍ୟୁ ।  ଏଭଳି ଅଘଟଣ ଘଟିଛି ଯାଜପୁର ସଦର ଥାନା ଯମଧର ଡିଆ ନାଳରେ । ମୃତକ ହେଲେ ଯମଧର ଗାଁର ରାମହରି ଖୁଣ୍ଟିଆ । ଆଜି ଭୋରରୁ ସେ ମାଛ ଧରିବାକୁ ଯାଇଥିଲେ ।

ଏତିକିବେଳେ ନାଳରେ ଖସି ଯାଇଥିଲେ ରାମହରି । କିଛି ଲୋକ ତାଙ୍କୁ ଭାସି ଯାଉଥିବା ଦେଖି ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ । ନିଖୋଜ ରାମହରିଙ୍କୁ ଖୋଜାଖୋଜି କରିବା ପରେ ଓଡ୍ରାଫ ଟିମ୍ ମୃତଦେହ ଉଦ୍ଧାର କରିଥିଲା ।

Leave A Reply

Your email address will not be published.