ନାବାଳକ ଗାଡ଼ି ଚଳାଇଲେ ଅଭିଭାବକଙ୍କୁ ୨୫ ହଜାର ଜରିମାନା
ଭୁବନେଶ୍ୱର: ଅଭିଭାବକ ସାବଧାନ । ନାବାଳକଙ୍କ ଛୁଆଙ୍କ ହାତରେ ଦିଅନ୍ତୁ ନାହିଁ ଗାଡ଼ି । ନହେଲେ ଗଣିବେ ତଣ୍ଡ । ନାବାଳକ ଗାଡ଼ି ଚଳାଉଥିବା ଧରା ପଡ଼ିଲେ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ । ମଙ୍ଗଳବାର ଠାରୁ ନାବାଳକଙ୍କ ଗାଡ଼ି ଚାଳଣା ଉପରେ ତୀକ୍ଷଣ ନଜର ରଖିବ ପରିବହନ…