Latest Odisha News

BREAKING NEWS

ତାପସୀ ପାନୁଙ୍କୁ ବଲିଉଡ ଷ୍ଟାର ପସନ୍ଦ ନୁହେଁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପାନୁ ଜଣେ ଆଥଲେଟଙ୍କୁ ବିବାହ କରିବେ ବୋଲି କହିଛନ୍ତି । ମୁଁ ବଲିଉଡ ଷ୍ଟାରଙ୍କ ଅପେକ୍ଷା କ୍ରୀଡାବିତଙ୍କୁ ଭଲ ପାଏ ବୋଲି ସେ କହିଛନ୍ତି । ମୁଁ ବ୍ୟକ୍ତିଗତ ଭାବେ ଖେଳକୁ ଭଲ ପାଉଥିବାରୁ ଆଥଲେଟ ମୋର ପ୍ରିୟ ।

ସେଥିପାଇଁ ଏକ ବ୍ୟାଡମିଂଟନ ଟିମର ମାଲିକ ମଧ୍ୟ ହୋଇଛି । ତାପସୀ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ସହ ଥପ୍ପଡ ଫିଲ୍ମ ପ୍ରଚାର ଅବସରରେ ଏହା କହିଛନ୍ତି । ରିଲ୍ ଲାଇଫରେ ସିନା କାହାକୁ ଚାପୁଡା ମାରିଦେଉଛି କିନ୍ତୁ ରିୟଲ ଲାଇଫରେ ଏହା କରିପାରିବିନି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.