Latest Odisha News

BREAKING NEWS

୩ ଫର୍ମାଟରେ ୧୦୦ ମ୍ୟାଚ ଖେଳି ରେକର୍ଡ କରିବା ଲକ୍ଷ୍ୟରେ ରସ ଟେଲର

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ସିନିୟର କ୍ରିକେଟ ଖେଳାଳୀ ରସ ଟେଲର ଶୁକ୍ରବାର ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ଅବସରରେ ନୂତନ କୀର୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି ।

ସେ ଏହି ମ୍ୟାଚରେ ଖେଳିଲେ ପ୍ରଥମ ଖେଳାଳୀ ଭାବେ କ୍ରିକେଟର ୩ ଫର୍ମାଟରେ ୧୦୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିବେ । ଟେଲର ୯୯ ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି । ଦିନିକିଆ କ୍ରିକେଟରେ ୨୩୧ ଓ ଟି୨୦ରେ ୧୦୦ ମ୍ୟାଚ ଖେଳିଛନ୍ତି ।

Leave A Reply

Your email address will not be published.