Latest Odisha News

ମହୁମାଛିର ଅତି ଘନିଷ୍ଠ ବନ୍ଧୁ ନେଚର ଏମଏସ୍

ମହୁମାଛିର ଅତି ଘନିଷ୍ଠ ବନ୍ଧୁ । କେରଳ ତ୍ରିଶୂରର ନେଚର ଏମଏସ୍ । ପିଲାବେଳରୁ ମହୁମାଛିଙ୍କ ସେବାରେ । କେତେବେ ହାତରେ ତ କେତେବେଳେ ନେଚରଙ୍କ ମୁହୌଁରେ ଢାଙ୍କି ହୋଇ ବସନ୍ତି ମହୁମାଛି ମାନେ । ଏମାନଙ୍କ ସହ ପିଲାବେଳରୁ ସମ୍ପର୍କ ତାଙ୍କର । ଏନେଇ ବି ମ୍ୟାନ୍‌’ ଭାବେ ବେଶ୍ ଜଣାଶୁଣା । ମହୁମାଛିଙ୍କ ସୁରକ୍ଷା ସହ ସେମାନେ କିଭଳି ପ୍ରକୃତି ସହ ମଣିଷ ସମାଜ ପ୍ରତି ଉପକାରୀ ତାହା ବୁଝାନ୍ତି । ଲୋକଙ୍କ ମନରୁ ଏମାନଙ୍କ ପ୍ରତି ଥିବା ନକରାତ୍ମକ ଭାବନା ଦୂର କରିବାକୁ ନେଚରଙ୍କ ଏହି ପ୍ରୟାସ ଜାରି ରହିଛି ।

Leave A Reply

Your email address will not be published.