ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟୀ ନିକଟ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ କୁଆଖିଆ ଥାନା ରାଜେନ୍ଦ୍ରପୁର ହାଟସାହି ଗ୍ରାମର ଅକ୍ଷୟ କୁମାର ଦ୍ୱିବେଦୀ ।
ସେ ଗତ ଦୁଇ ଦିନ ହେବ ଘରୁ ନିଖୋଜ ଥିଲେ । ନିଖୋଜ ହେବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ବ୍ରାହ୍ମଣୀ ନଦୀର ଓଡ଼ଙ୍ଗ ଛନ୍ଦା ନିକଟରେ ମୃତଦେହ ଭାସୁଥିବା ଦେଖି ଗ୍ରାମବାସୀ ପୋଲିସକୁ ଜଣାଇଥିଲେ। ପରେ ପୋଲିସ ସେଠାରେ ପହଞ୍ଚି ନଦୀରୁ ମୃତଦେହ ଉଦ୍ଧାର କରିଥିଲା ।
ପରେ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ଧର୍ମଶାଳା ପୋଲିସ ମୃତଦେହ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଜଣାପଡିନାହିଁ।
BREAKING NEWS
- କେମିତି ଜାଣିବେ ଅଟା ଖରାପ ହୋଇଗଲାଣି? ଫ୍ରେସ୍ ରଖିବାର ଜାଣନ୍ତୁ ସଠିକ୍ ଉପାୟ
- ହାର୍ଦ୍ଧିକଙ୍କ ପାଇଁ କଡ ସର୍ତ ରଖିଲା ବିସିସିଆଇ
- Senior Citizen Pilgrimage Scheme: ମାଗଣା ତୀର୍ଥଯାତ୍ରା ଟ୍ରେନ୍ରେ ଗଲେ ୭୭୫ ଜଣ;ଆର୍ଥିକ ଦୁର୍ବଳ ବରିଷ୍ଠ ନାଗରିକ ପାଇଁ ବନ୍ଦୋବସ୍ତ କରିଛନ୍ତି ରାଜ୍ୟ ସରକାର
- ବିସିସିଆଇ ବୈଠକରେ ନିର୍ଦ୍ଧାରଣ ହେବ ରୋହିତଙ୍କ ଭାଗ୍ୟ
- AI Crocodile in Jaypore:ନଦୀରେ ଏଆଇ କୁମ୍ଭୀର !ବନ୍ଧା ହେଲେ ୨ ଭାଇ
- ଅଯୋଧ୍ୟା ରାମ ମନ୍ଦିର ନୂଆ CEO ହେବେ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରା
- Hanuman Ansh: ୧୦ ଲକ୍ଷରୁ ଆରମ୍ଭ, ଏବେ ୫୪ କୋଟି ପାର୍! ‘ହନୁମାନ ଅଂଶ’ର କମାଲ ଦେଖି ଚମକିଲା ବକ୍ସ ଅଫିସ୍
- ଗମ୍ଭୀର, ଅଗରକର ଓ ଲକ୍ଷ୍ମଣଙ୍କୁ ବିସିସିଆଇର ଡାକରା
- Glacial Lakes: ହିମାଳୟରେ କାୟା ମେଲାଉଛି ମୃତ୍ୟୁ! ଡରାଇଲାଣି ସାଟେଲାଇଟ୍ ଚିତ୍ର…ନେପାଳ ବନ୍ୟା ପରେ ବଢ଼ିଲା ଭାରତର ଚିନ୍ତା!
- ବାଙ୍କୀରେ ଡେଙ୍ଗୁ ଆତଙ୍କ, ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା!

Comments are closed.