Latest Odisha News

BREAKING NEWS

ଲକଡାଉନ୍ ବଦଳାଇଦେଲା ପେଶା, ବିଟେକ୍ ଇଞ୍ଜିନିୟର ବିକୁଛନ୍ତି ବିରିୟାନି

ମାଲକାନଗିରି: ଲକଡାଉନ୍ ବଦଳାଇଦେଲା ଦୁଇ ଯୁବ ଇଞ୍ଜିନିୟରଙ୍କ ପେଶା । ପରିବାର ଉପରେ ବୋଝ ନହୋଇ ନିଜ ଗୋଡରେ ଠିଆ ହେବା ଲାଗି ସହରରେ ଲଗାଇଛନ୍ତି ଗୋଟିଏ ଠେଲା । ଯାହାର ନାଁ ଦେଇଛନ୍ତି ଇଞ୍ଜିନିୟରସ୍ ଠେଲା । ମାଲକାନଗିରି ଜିଲ୍ଲାର ଏହି ଦୁଇ ଯୁବ ଇଞ୍ଜିନିୟର ବନ୍ଧୁ ସହରର ରାସ୍ତା କଡରେ ଏହି ଠେଲା ଲଗାଇଛନ୍ତି । ଚାକିରି ପଛରେ ନ ଗୋଡାଇ ନିଜ ଗୋଡରେ ଠିଆ ହୋଇଛନ୍ତି । ଆଉ ଏଥିରୁ ସେମାନେ ବେଶ ଅର୍ଥ ରୋଜଗାର ବି କରୁଛନ୍ତି । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ଦେଖନ୍ତୁ ଦୁଇ ଇଞ୍ଜିନିୟର ବନ୍ଧୁଙ୍କ ପୁରା କାହାଣୀ । …

Leave A Reply

Your email address will not be published.