Latest Odisha News

BREAKING NEWS

କରୋନା ଯୋଗୁ ଟୁରିଜିମ୍ ଇଣ୍ଡଷ୍ଟ୍ରି୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ

ନୂଆଦିଲ୍ଲୀ:କରୋନା ଯୋଗୁ ଅର୍ଥନୀତି ପ୍ରଭାବିତ ହେବାରେ ଲାଗିଛି । ଚଳିତବର୍ଷ ଟୁରିଜିମ୍ ଇଣ୍ଡଷ୍ଟ୍ରି ୧.୨୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ ବୋଲି ଆକଳନ କରାଯାଉଛି । ଅଟୋ ସେକ୍ଟରରେ ଚୀନରୁ ୬୦ ହଜାର କୋଟି ଟଙ୍କାର ସାମଗ୍ରୀ ଆମଦାନୀ ହୋଇପାରିବ ନାହିଁ । ଏହା ଦ୍ୱାରା କମ୍ପାନୀଗୁଡିକ ବିଶେଷ ପ୍ରଭାବିତ ହେବେ ।

ସେହିପରି ବିମାନ ଚଳାଚଳରେ ଯାତ୍ରୀଙ୍କୁ ନେଇ ହେଉଥିବା ଆୟ ୨୫ ପ୍ରତିଶତ କମିଯିବ । ଟୁରିଜିମ୍ ସେକ୍ଟରରେ ୧.୨୫ ଲକ୍ଷ କୋଟିର ରେଭିନ୍ୟୁର କ୍ଷତି ହେବ । ସେହିପରି ମିଡିଆ-ଏଟଂରଟେନମେଂଟରେ ୫ ହଜାର ୮୦୦ କୋଟିରୁ ୭ ହଜାର ୮୦୦ କୋଟି ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.