Latest Odisha News

BREAKING NEWS

ଭଗବାନ ରାମଙ୍କ ଜୀବନୀରୁ ଶିଖନ୍ତୁ ଏହି ୫ଟି କଥା, ସବୁ କ୍ଷେତ୍ରରେ ମିଳିବ ସଫଳତା !

ଭୁବନେଶ୍ୱର: ଆଜି ଚୈତ୍ର ମାସର ନବମ ଦିନ । ଏହି ପବିତ୍ର ଦିବସରେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ । ହିନ୍ଦୁ ଧର୍ମାବଲମ୍ବୀମାନେ ଏହି ଦିନଟିକୁ ପବିତ୍ର ରାମନବମୀ ଭାବେ ପାଳନ କରିଥାଆନ୍ତି ।

ଦଶରଥ ନନ୍ଦନ ଭଗବାନ ଶ୍ରୀରାମଙ୍କୁ କିଏବା ନଜାଣେ । ପ୍ରାୟ ସମସ୍ତେ ତାଙ୍କ ଜୀବନୀ ଏବଂ ଚରିତ୍ରରୁ ଅନୁପ୍ରାଣୀତ ହୋଇଥାନ୍ତି । ଆଜି ରାମ ନବମୀ ଅବସରରେ ଆପଣଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ଚରିତ୍ରାବଳୀ ସମ୍ପର୍କରେ କିଛି କଥା ଜଣାଉଛି । ଯାହା ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ପ୍ରଦାନ କରିବ ।

  • ଉତ୍ତମ ଚରିତ୍ର- ଭଗବାନ ଶ୍ରୀରାମଙ୍କ ଚରିତ୍ରରୁ ମାନବଜାତିକୁ ଉତ୍ତମ ଚରିତ୍ର ତଥା ପବିତ୍ରତାର ଶିକ୍ଷା ମିଳିଥାଏ ।
  • ମାତା-ପିତାଙ୍କ ସମ୍ମାନ- ପିତା ଦଶରଥ ଓ ମାତା କକୈୟୀଙ୍କ ଦ୍ୱାରା ୧୪ ବର୍ଷ ବନବାସ ଦିଆଯିବା ପରେ ମଧ୍ୟ ପ୍ରଭୁ ଶ୍ରୀରାମ ସେମାନଙ୍କ ଆଜ୍ଞାକୁ ଅବଜ୍ଞା କରିନଥିଲେ ।
  • ଗୁରୁଙ୍କ ପ୍ରତି ଆଦର- ସମସ୍ତଙ୍କ ଜୀବନରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସେହି ଗୁରୁଙ୍କ ପାଇଁ ଆମେ ଜୀବନରେ ଉନ୍ନତି ସହ ସଫଳତା ମଧ୍ୟ ପାଇଥାଉ ।
  • ଧୈର୍ଯ୍ୟଶୀଳ ବ୍ୟକ୍ତିତ୍ୱ- ଯେକୌଣସି ପରିସ୍ଥିତିରେ ଧୈର୍ଯ୍ୟ ନହରାଇବା ଭାଗବାନ ରାମଙ୍କଠାରୁ ଶିଖିବାକୁ ମିଳିଥାଏ ।
  • ଯାହା ଭାଗ୍ୟରେ ଲେଖା ଅଛି, ତାକୁ ଆପଣାଇବାକୁ ପଡିଥାଏ ।
Leave A Reply

Your email address will not be published.