Latest Odisha News

BREAKING NEWS

କଣ୍ଟନମେଣ୍ଟ ଜୋନ ଘୋଷଣା ହେଲା ଦେବଗଡ଼ ଜିଲ୍ଲାର ଏହି ଅଞ୍ଚଳ

ଦେବଗଡ଼: ସବୁଠି ବଢୁଛି ସଂକ୍ରମଣ। ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ଗ୍ରାମରୁ ମଙ୍ଗଳବାର ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣ ବିସ୍ତାରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି।

ପଜିଟିଭ ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ଜିଲ୍ଲା କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି । କଣ୍ଟେନମେଣ୍ଟ କଟକଣା ଲାଗୁ ପରେ ଉକ୍ତ ଗାଁକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି । ଭି ସମୟରେ କେବଳ ଜରୁରୀ କାର୍ଯ୍ୟ ପାଇଁ ଲୋକମାନଙ୍କୁ ଅନୁମତି ଦିଆଯାଉଛି ।

ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାରେ ଏପର୍ଯନ୍ତ ୧୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.