Latest Odisha News

BREAKING NEWS

Browsing Tag

contenment Zone

ପୁଣି ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍‌

ଭୁବନେଶ୍ୱର: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିଲେ ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ପୁଣିଥରେ ରାଜଧାନୀକୁ କଣ୍ଟେନମେଣ୍ଟ ଜୋନ୍‌ ଫେରିଛି । ଏକାଧିକ ପଜିଟିଭ୍…

କଣ୍ଟନମେଣ୍ଟ ଜୋନ ଘୋଷଣା ହେଲା ଦେବଗଡ଼ ଜିଲ୍ଲାର ଏହି ଅଞ୍ଚଳ

ଦେବଗଡ଼: ସବୁଠି ବଢୁଛି ସଂକ୍ରମଣ। ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ କଲଣ୍ଡା ଗ୍ରାମରୁ ମଙ୍ଗଳବାର ୧୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମଣ ବିସ୍ତାରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ପଜିଟିଭ…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ସୋନପୁରର ଏହି ସହର

ସୋନପୁର: ସୋନପୁରରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ସ୍ଥାନୀୟ ଅଞ୍ଚଳରୁ ପଜିଟିଭ ଚିହ୍ନଟ ହେବା ପରେ ସୋନପୁର ସହରର ଠାକୁରାଣୀ ପଡାକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରେ ପରିବହନ କାର୍ଯ୍ୟାଳୟ ଯାଏଁ, ପଶ୍ଚିମରେ ସାକ୍ଷୀ ସେଣ୍ଟର ଯାଏଁ,…

ଗର୍ଭବତୀ ମହିଳାଙ୍କଠାରୁ ୧୪ ସଂକ୍ରମିତ ଚିହ୍ନଟ; ସିଲ ହେଲା ରାଜଧାନୀର ଆଉ ଏକ ବସ୍ତି

ଭୁବନେଶ୍ୱର: ଭୁବନେଶ୍ୱରରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ନାୟପଲ୍ଲୀ ଆଇଆରସି ଭିଲେଜ୍‌ ନିକଟସ୍ଥ ଗଣପତି ବସ୍ତିରୁ ଜଣେ ଗର୍ଭବତୀ ମହିଳାଙ୍କ ଠାରୁ ୧୪ଜଣ ସଂକ୍ରମିତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଏହି ମହିଳାଙ୍କ ପାଖ ପଡୋଶୀ ହୋଇଥିବା ବେଳେ ଦୁଇ ଜଣ…

କଣ୍ଟେନମେଣ୍ଟ ଜୋନ ଘୋଷଣା ହେଲା ଭୁବନେଶ୍ୱର ନୟାପଲ୍ଲୀର ଏହିସବୁ ଅଞ୍ଚଳ

ଭୁବନେଶ୍ୱର: ସ୍ଥାନୀୟ ଅଞ୍ଚକରେ ଅନେକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଗୁରୁବାର ଦିନ ନୟାପଲ୍ଲୀ ଅଞ୍ଚଳରେ ସୀତାପୁର ବସ୍ତି ଏବଂ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି। କଣ୍ଟେନମେଣ୍ଟ ଜୋନ୍: ଡ଼. ମିଲନ୍…

ଆଠଗଡ ଏନ୍‌ଏସି ଅଂଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଆଠଗଡ: ଆଠଗଡ ଡିଏସ୍‌ପିଙ୍କ ସମେତ ୨ ଜଣ କରୋନା ଚିହ୍ନଟ ହେବା ପରେ ଆଠଗଡ ଏନ୍‌ଏସିକୁ କଂଟେନମେଂଟ ଜୋନ୍ ଘୋଷଣା କରାଯାଇଛି । ଉପଜିଲ୍ଲପାଳ ଏହି ଘୋଷଣା କରିଛନ୍ତି । ଆଠଗଡ ଅଂଚଳର ୧୮ଟି ୱାର୍ଡକୁ ମଙ୍ଗଳବାର ଦିନ ଦୁଇଟା ଠାରୁ ତିନି ତାରିଖ ଶୁକ୍ରବାର ସକାଳ ୬ଟା ପର‌୍ୟ୍ୟନ୍ତ ଏହି ଅଞ୍ଚଳକୁ…

କଟକ ସିଡିଏ ସେକ୍ଟର-୯, ବଡମ୍ବା ପଂଚାୟତ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

କଟକ: କଟକ ସିଡିଏ ସେକ୍ଟର-୯ ଅଂଚଳରୁ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l ସେହିପରି ବଡ଼ମ୍ବାରେ ଆଉ ୫ ଜଣ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହେବା ପରେ…

ବ୍ରହ୍ମପୁରରେ ସ୍ଥିତି ସାଂଘାତିକ: ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ବ୍ରହ୍ମପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବ୍ରହ୍ମପୁରରେ ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହରରେ ୬ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛନ୍ତି ବ୍ରହ୍ମପୁର ମହାନଗର ନିଗମ କର୍ତ୍ତୃପକ୍ଷ । ଗତ କିଛି ଦିନ…

ସେବାୟତ କରୋନା ପଜିଟିଭ ଚିହ୍ନଟ ପରେ ସମ୍ପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପୁରୀ: ପୁରୀରେ ଜଣେ ସେବାୟତ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେବାୟତ ରହୁଥିବା ସଂପୃକ୍ତ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି । ପୁରୀ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତିରେ ଜିଲ୍ଲାପାଳ କହିଛନ୍ତି, ପୁରୀ ପୌରପାଳିକା ଅନ୍ତର୍ଗତ ସୁଆର…

ପୋଲସରା ବ୍ଲକ ରୁମାଗଡ଼ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ରୁମାଗଡ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ରୁମାଗଡ଼ ଗାଁର ଜଣେ ମହିଳାଙ୍କ କରୋନା ପଜେଟିଭ୍ ଚିହ୍ନଟ ହେବା ପରେ ସଂପୃକ୍ତ ପରିବାରର ଅନ୍ୟ ୪ ଜଣଙ୍କର ପଜେଟିଭ୍ ଚିହ୍ନଟ ହୋଇଥିଲେ । ଗୋଷ୍ଠୀ ସଂକ୍ରମଣ କୁ…