- ଦିଲ୍ଲୀରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦୌପଦୀ ମୁର୍ମୁ। ଓଡ଼ିଶା ଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ ସହ ଅମିତ ଶାହଙ୍କ ସହ ଆଲୋଚନା। ଆସନ୍ତାପାଲି ଦ୍ରୌପଦୀ ଭରିବେ ନାମାଙ୍କନ। ଉପସ୍ଥିତ ରହିବେ ଦୁଇ ବିଜେଡ଼ି ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ।
![]()
- ମହାରାଷ୍ଟ୍ର ମହାନାଟକ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପଦ ଛାଡିବା ଆଶଙ୍କା। ସେପଟେ ଏକନାଥଙ୍କ କ୍ୟାମ୍ପରେ ବଢୁଛି ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା। ଦଳରେ ଅବହେଳା ଦର୍ଶାଇ ବିରୋଧୀଙ୍କ ଖୋଲାଚିଠି। ସଞ୍ଜୟ ରାୱତଙ୍କ ଚିଠି ପରେ ବଢିଲା ଆକଳନ।
![]()
- ଘୂର୍ଣ୍ଣିବଳୟ ପ୍ରଭାବରେ ଶକ୍ତ ହେଉଛି ଦକ୍ଷିଣ ପଶ୍ଚିମ ବାୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ୨୪ ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷିବ। ବର୍ଷା ନେଇ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।
![]()
- ସାମ୍ନାକୁ ଆସିଲା ଆତ୍ମହତ୍ୟା ପୂର୍ବରୁ ରଶ୍ମୀରେଖାଙ୍କ ଶେଷ ଭିଡିଓ । ବାରରେ ନାଚୁଥିଲେ ଟେଲି ଅଭିନେତ୍ରୀ, କାହିଁକି କଲେ ଆତ୍ମହତ୍ୟା , ଏବେ ବି ସନ୍ଦେହରେ । ସେପଟେ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ରକୁ ଥାନାରେ ହାଜର ହେବାକୁ ନୋଟିସ୍
![]()
- କିଶନନଗର ଥାନା ସାମ୍ନାରେ ନିଜକୁ ଜାଳିଲେ ଯୁବକ । ପେଟ୍ରୋଲ ଢାଳି ନିଆଁ ଲଗାଇ ଦେବାରୁ ପୋଡ଼ିହୋଇ ଗୁରୁତର ବ୍ୟକ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତିଙ୍କ ପରିଚୟ ମିଳିପାରିନି । କେଉଁ କାରଣ ପାଇଁ ଥାନା ସାମ୍ନାରେ ନିଜକୁ ନିଆଁ ଲଗାଇଲେ, ଅସ୍ପଷ୍ଟ
![]()
- ସାଙ୍ଗଙ୍କ ସହ ବୁଲିବା ୪ ଶୁଶଙ୍କ ପାଇଁ ହେଲା କାଳ । କୋରାପୁଟ ମାଝିଗୁଡ଼ାରେ ଏକ ପାଣି ଭର୍ତ୍ତି ଖାତରେ ପଡି ଚାଲିଗଲା ୪ କୋମଳମତି ଶିଶୁଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳିକା ଥିବା ବେଳେ ଜଣେ ନାବାଳକ ଅଛନ୍ତି ।
![4 Minor Died In Koraput]()
- ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ । ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ । ଏକାଦଶୀରେ ଦଶମୂଳ ମୋଦକ ଓ ଘଣା ଲାଗି ନୀତି ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ଦର୍ଶନ ଦେଇ ରଥାରୂଢ଼ ହେବେ ।
![]()
- ରାଜ୍ୟରେ ଉପରମୁହାଁ ହେଲାଣି କରୋନା ସଂକ୍ରମଣ । ବଢ଼ୁଥିବା ମାମଲାକୁ ନଜରରେ ରଖି ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଟିକା ନେବା ସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
![]()
- ତାଇୱାନ ଆକାଶରେ ଉଡ଼ିଲା ଚୀନ୍ର ଯୁଦ୍ଧ ବିମାନ; ଆକ୍ରମଣ ପାଇଁ ପ୍ରସ୍ତୁତ ଡ୍ରାଗନ୍ ସେନା । କେଉଁ ମୁହୂର୍ତ୍ତରେ ତାଇୱାନ ଉପରେ ଚୀନ୍ ଆକ୍ରମଣ କରିବ, ସେନେଇ ବଢ଼ୁଛି ଆଶଙ୍କା।
![]()
- ଋଣ ସୁଝିବାକୁ ପାକିସ୍ତାନର ବୁଝାମଣା । ବାଧ୍ୟ ହୋଇ ଋଣ ସୁଝିବାକୁ ଚୀନକୁ ଦାନ କରିବ ଗିଲଗିଟ୍ ବାଲିଷ୍ଟାନ୍ । ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲଗାତାର ଚୀନଠୁ ଋଣ ନେଇ ଚାଲିଛି ।
![]()
- ଋଷ- ୟୁକ୍ରେନ ଭିତରେ ଯୁଦ୍ଧ ଜାରି ରହିଛି । ଆୟୁଷ ବଢାଇବା ପାଇଁ ପୁଟିନଙ୍କ ଅଭିନବ ଉଦ୍ୟମ। ସ୍ବାସ୍ଥ୍ୟାବସ୍ଥା ଉଦ୍ବେଗଜନକ
ଥିବାରୁ ହରିଣ ରକ୍ତରେ ସ୍ନାନ କରୁଛନ୍ତି ପୁଟିନ! ![]()
- ଆଇସିସି ଟି-ଟ୍ୱେଣ୍ଟି ବ୍ୟାଟିଂ ରାଙ୍କିଂ : ୬ରେ ଇଷାନ୍ କିଶାନ୍, ୧୦୮ ସ୍ଥାନ ଉପରକୁ ଚଢିଲେ ଦିନେଶ କାର୍ତ୍ତିକ୍ । ଦକ୍ଷିଣ ଆଫ୍ରିକା ବିପକ୍ଷରେ କିଷନ ୫ଟି ମ୍ୟାଚ୍ ଖେଳି ୨ଟି ଅର୍ଦ୍ଧଶତକ ସହ ୪୧ହାରରେ ମୋଟ୍ ୨୦୬ ରନ୍ ସଂଗ୍ରହ କରିଥିଲେ ।
![]()
- ଆସିଲା କ୍ରିକେଟର ନୂଆ ଫର୍ମାଟ୍, ଆମ୍ନା-ସାମ୍ନି ହେବେ ପୁରୁଷ ମହିଳା ଦଳ । ୱେଷ୍ଟଇଣ୍ଡିଜ୍ କ୍ରିକେଟ ଏବଂ କ୍ୟାରିବିୟାନ ପ୍ରମିୟର ଲିଗ୍ ମିଳିତ ଭାବରେ କ୍ରିକେଟରେ ଏକ ନୂଆ ଫର୍ମାଟ୍ ‘ଦ ସିକ୍ସଟି- କ୍ରିକେଟ୍ ପାୱାର ଗେମ୍ସ’ । ଏହି ଫର୍ମାଟ୍ ର ପ୍ରଥମ ଏଡିସନରେ ପୁରୁଷ ଏବଂ ମହିଳାଙ୍କ ଟିମ୍ ୬୦ ବଲ୍ ର ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଟକ୍କର ଦେବେ ।
![]()
- ସାମ୍ନାକୁ ଆସିଲା ସଞ୍ଜୟ ଦତ୍ତଙ୍କ ‘ଶମଶେରା’ର ଲୁକ୍, ଫଟୋ ଦେଖି ଫ୍ୟାନ୍ସଙ୍କର ବଢୁଛି ଉତ୍ସାହ। ଫିଲ୍ମର ଟ୍ରେଲର ଆସନ୍ତା ଜୁନ୍ ୨୪ ରେ ରିଲିଜ୍ ହେବାକୁ ଯାଉଛି । ରଣବୀର କପୁରଙ୍କ ମାଇଣ୍ଡ ବ୍ଲୋଇଂ ଲୁକ୍ ଫିଲ୍ମର କ୍ରେଜକୁ ବଢାଇଛି ।
![]()
- ଡ୍ରଗ୍ସ ମାମଲାରେ ଏନ୍ସିବିର ପୁଣି ଆକ୍ସନ, ରିୟା ଚକ୍ରବର୍ତ୍ତୀ ଓ ଭାଇ ଶୋଭିକଙ୍କ ବିରୋଧରେ ଅଭିଯୋଗ, ଆସନ୍ତା ୧୨ରେ ଶୁଣାଣି । ତେବେ କୋର୍ଟ ରିୟାଙ୍କ ବିରୋଧରେ ମାମଲା ରୁଜୁ କରି ନାହାଁନ୍ତି।
![]()
BREAKING NEWS
- ପୁଣି ଭାରତ – ପାକିସ୍ତାନ ମ୍ୟାଚ୍: ଜାଣନ୍ତୁ କେବେ ଖେଳାଯିବ ଏହି ହାଇ ଭୋଲ୍ଟେଜ ମ୍ୟାଚ୍
- Diveagar Beach Tragedy:ପିକନିକ୍ ହେଲା କାଳ;ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
- ମହାନଦୀ ବିବାଦ ସମାଧାନର ନିକଟତର ହେଉଛୁ,ଅନ୍ୟ ରାଜ୍ୟମାନଙ୍କ ପାଇଁ ‘ମଡେଲ ଡିସ୍ପୁଟ ରିଜୋଲ୍ୟୁସନ୍’ହେବ: ମୁଖ୍ୟମନ୍ତ୍ରୀ
- ‘ବିଜେବି ଫ୍ରେଣ୍ଡସ୍-ଆଲୁମିନି ଆସୋସିଏସନ୍ ଅଫ୍ ବିଜେବି କଲେଜ୍’ ପକ୍ଷରୁ ‘ୟୁଥ୍ ରିମେମ୍ବରିଂ ଗାନ୍ଧୀ’ ପୁରସ୍କାର ସମାରୋହ ଆୟୋଜିତ
- ସପ୍ତମ ଓଡ଼ିଶା ଟ୍ରାଭେଲ ବଜାର ୨୦୨୬: ଭାରତର ପର୍ଯ୍ୟଟନ ବିକାଶରେ ନେତୃତ୍ୱ ନେବାକୁ ଓଡ଼ିଶା ପ୍ରସ୍ତୁତ
- Hirakud Dam:ବନ୍ଦ ହେଲା ହୀରାକୁଦର ୧୦ ଗେଟ୍;ଏତିକି ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
- ଟାଇମ ପତ୍ରିକାର ‘ଟାଇମ ୧୦୦ ନେକ୍ସଟ’ ତାଲିକାରେ ଭାରତର ବୈଭବ
- Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…
- ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ: ପ୍ରସିଦ୍ଧ ବାଦ,ୱାଶିଂଟନଙ୍କୁ ବିଶ୍ରାମ
- ଆଇସିସିର ନୂଆ ନିୟମ: ଆନ୍ତର୍ଜାତୀୟ କ୍ରିକେଟ୍ରେ ଆସିଲା ବଡ଼ ପରିବର୍ତ୍ତନ
















Comments are closed.