କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ପ୍ଲାଷ୍ଟିକ ବୋଝେଇ ଟ୍ରକ । ୩୦ ଫୁଟ ତଳକୁ ଖସି ପଡ଼ିଲା । ଦୁର୍ଘଟଣାରେ ହେଲପରର ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ଯଶୀପୁର ନିକଟ ଗହିରାବାଙ୍କଠାରେ ଏହି ଦୁର୍ଘଟଣା ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଚି ମାରିଛି ଡ୍ରାଇଭର । ମୃତକଙ୍କ ପରିଚୟ ମିଳି ନାହିଁ । ଦୁର୍ଘଟଣାସ୍ଥଳରେ ଯଶୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।
BREAKING NEWS
- “ମୁଁ ନିଶ୍ଚିତ ଯେ କୋଭିଡ୍ ସମୟ ପରି, ଆମେ ଏହି ସଙ୍କଟକୁ ମଧ୍ୟ ଦୂର କରିବୁ”; ମଧ୍ୟପ୍ରାଚ୍ୟ ପରିସ୍ଥିତିକୁ ନେଇ କହିଲେ ପିଏମ୍
- Iran’s new supreme leader: ଇରାନର ନୂତନ ସର୍ବୋଚ୍ଚ ନେତାଙ୍କ ପ୍ରଥମ ବୟାନ: ‘ହୋର୍ମୁଜ୍ ବନ୍ଦ ରହିବ,ପ୍ରତିଟି ମୃତ୍ୟୁର ପ୍ରତିଶୋଧ ନେବୁ’
- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଏଯାବତ୍ ପ୍ରାଣ ହରାଇଛନ୍ତି ୩ ଭାରତୀୟ, ଜଣେ ନିଖୋଜ: ବୈଦେଶିକ ମନ୍ତ୍ରାଳୟ
- ଆଦିବାସୀ ଓ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ୬୬୪୯ କୋଟିରୁ ଉର୍ଦ୍ଧ୍ବ ବଜେଟ୍
- ଯୁବରାଜଙ୍କଠାରୁ ପାୱାର ହିଟିଂ ଶିଖୁଛନ୍ତି ରିଷଭ ପନ୍ତ
- ବିଜେପି ନେତାଙ୍କ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦ ଲୁଟ୍ ଚାଲିଛି: ବିଜେଡି
- Damage Gas Pipeline: ପାକିସ୍ତାନକୁ ବଡ ଝଟକା; ତେଲ ସଙ୍କଟ ବେଳେ ଗ୍ୟାସ ପାଇପଲାଇନକୁ ଉଡ଼ାଇ ଦେଲେ…
- ଆଇପିଏଲ ୨୦୨୬: ଅଭ୍ୟାସ ସେଶନ ନେଇ ଗାଇଡଲାଇନ ଜାରୀ କଲା ବିସିସିଆଇ
- Bomb Threat: ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ, ପୋଲିସ ଯାଞ୍ଚ ପରେ…
- ଟିମ ଇଣ୍ଡିଆ ଏକକାଳୀନ ଖେଳିବ ୨ଟି ସିରିଜ, ଚୟନ ହେବେ ୩୦ ଖେଳାଳି
Comments are closed.