ରାଉରକେଲା : ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ । ନାଳରେ ପଡ଼ି ୨ ଜଣ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖେଳୁଥିବା ବେଳେ ଦୁଇ ଜଣ ଶିଶୁ ନାଳରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଲରେ ଦେଢ଼ ବର୍ଷର ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଶିଶୁ ଲୁଙ୍ଗେଇ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ମୃତଦେହକୁ ଉଦ୍ଧାର କରାଯାଇ ରାଉରକେଲା ସରକାରୀ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି । ବ୍ରାହ୍ମଣୀ ତରଙ୍ଗ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
BREAKING NEWS
- Madurai Deepathoon: ‘ଦୀପଥୁନ୍’ରେ ଜଳିଲା କାର୍ତ୍ତିଗାଇ ଦୀପ;ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ,ଜୟଧ୍ୱନିରେ କମ୍ପିଲା ପରିବେଶ
- ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ଗାଡ଼ି; ୭ ମୃତ, ୫ ଆହତ
- ଡାଲି ବସ୍ତାରେ ଚାଲିଥିଲା ନିଶା କଫ୍ ସିରପ ଚାଲାଣ; ୪୫୦୦ ବୋତଲ ଜବତ, ଜଣେ ଗିରଫ
- ତଦନ୍ତ ସମୟରେ ଥାନା ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ
- ଇତିହାସର ସେହି ବର୍ଷ ଯେତେବେଳେ ଗ୍ରୀଷ୍ମ ଋତୁ ଆସିନଥିଲା !
- ମାସିକ ଋତୁସ୍ରାବ ପାଇଁ ମହିଳା ପୋଲିସ ଅଧିକାରୀଙ୍କୁ ମିଳିବ ୧୨ ଦିନ ଛୁଟି
- Garment orders from Bangladesh to India:ଭାରତ ବିଶ୍ୱର ହେବ ଟେକ୍ସଟାଇଲ୍ ହବ୍!ବାଂଲାଦେଶ ସଙ୍କଟ ମଧ୍ୟରେ ୨,୩୬୦ କୋଟି ଟଙ୍କାର ପୋଷାକ ଅର୍ଡର ମିଳିଛି
- ବରାରୁ ବାହାରିଲା କଳଙ୍କି ଲଗା ବୋଲ୍ଟ, ବନ୍ଦେ ଭାରତ ଟ୍ରେନରୁ ଫଟୋ ଭାଇରାଲ ପରେ ଏମିତି କହିଲା ରେଳବାଇ…
- ଆମାଜନ୍ ଜଙ୍ଗଲରେ ରଙ୍ଗୀନ ଶୁଆ କାହିଁକି ଖାଉଛନ୍ତି ମାଟି ? ଜାଣନ୍ତୁ ଏହାର ବୈଜ୍ଞାନିକ କାରଣ
- ୨୭୪ ବଲ ଧରି ୱିକେଟ୍ ଶୂନ୍ୟ ଯଶପ୍ରୀତ ବୁମରା: ଗତି ହ୍ରାସ ବଢ଼ାଇଲା ଚିନ୍ତା
Comments are closed.