Latest Odisha News

BREAKING NEWS

କଟକର ଦୁଇ ପଞ୍ଚାୟତ ଅଗଷ୍ଟ ୨୬ ଯାଏଁ ସଟଡାଉନ୍‌

କଟକ: ୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଅନ୍ତର୍ଗତ ୨ଟି ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି ।

ପ୍ରଶାସନର ସୂଚନାନୁଯାୟୀ କାନପୁର ଥାନା ଅନ୍ତର୍ଗତ ବାଲିଝରି ଓ ରୁଷିପଡା ପଞ୍ଚାୟତକୁ ଅଗଷ୍ଟ ୨୨ରୁ ଅଗଷ୍ଟ ୨୬ ତାରିଖ ଯାଏଁ ସଟଡାଉନ୍ କରାଯାଇଛି ।

ସ୍ଥାନୀୟ ବାସିନ୍ଦାଙ୍କୁ ଘରେ ରହିବାକୁ କୁହାଯାଇଥିବା ବେଳେ ଉକ୍ତ ଅଞ୍ଚଳରେ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।

ଅଧିକ ପଢନ୍ତୁ- ଓଡିଶାରେ ଆଉ ୨୮୧୯ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଅଧିକ ପଢନ୍ତୁ- ରାଜ୍ୟରେ ପୁଣି ୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

Leave A Reply

Your email address will not be published.