Latest Odisha News

BREAKING NEWS

ଦୁଇ ବରିଷ୍ଠ ଆଇଏଏସଙ୍କ ପଦୋନ୍ନତି

ଭୁବନେଶ୍ଵର; ରାଜ୍ୟ ସରକାରଙ୍କ ଦୁଇ ବରିଷ୍ଠ ଆଇଏଏସ ସ୍କେଲ୍ ୧୭କୁ ପଦୋନ୍ନତି ପଇଛନ୍ତି। ସେମାନେ ହେଉଛନ୍ତି ଓଡ଼ିଶା କ୍ୟାଡରର ଜି ମାଥିଭାଥନନ୍ ଏବଂ ସନ୍ତୋଷ ଷଢ଼ଙ୍ଗୀ।

 

ଏହି ଦୁଇ ଆଇଏଏସ ଅଧିକାରୀ ୧୯୯୪ ବ୍ୟାଚର। ପଦୋନ୍ନତି ପରେ ଶ୍ରୀ ମିଥିଭାଥନନଙ୍କୁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାରେ ନିଯୁକ୍ତି ମିଳିଛି। ମଙ୍ଗଳବାର ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ(ଜିଏ) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Leave A Reply

Your email address will not be published.