Latest Odisha News

BREAKING NEWS

Browsing

Video

୪୮ ଘଣ୍ଟାରେ ଲଘୁଚାପ ! ୨୩ ଯାଏ ପ୍ରବଳରୁ ଅତି ପ୍ରବଳ ବର୍ଷା, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା । ଆଗାମୀ ୫ ଦିନ ଯାଏ ରାଜ୍ୟରେ ବର୍ଷା ଜାରି ରହିବ । ଉତ୍ତରପଶ୍ଚିମ ବଙ୍ଗୋପାସଗର ଓ ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।…

ଚଡ଼ି, ଗଞ୍ଜି ପିନ୍ଧି ବୁଲାଉଥିଲେ କଳା କନା; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି । ପୋଲିସର ସୂଚନା ଅନୁସାରେ, ଏହି ଲୁଟେରା…

ବିରୋଧୀ ଏକତା, ହାତ ଦେଖୁନି ସ୍ୱାର୍ଥ

ଭୁବନେଶ୍ୱର: ଦୁଇଦିନିଆ ଦ୍ଵିତୀୟ ବିରୋଧୀ ଏକତା ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଛି। ବେଙ୍ଗାଲୁରୁରେ ବିରୋଧୀ ରାଜନୈତିକ ଦଳଗୁଡିକ ଏକାଠି ହୋଇଛନ୍ତି। ପାଟନା ବୈଠକ ଅପେକ୍ଷା ବିରୋଧୀ ଦଳଙ୍କ ସଂଖ୍ୟା ବଢିଛି। ବିଜେପିକୁ ଆସନ୍ତା ନିର୍ବାଚନରେ ହରାଇବାକୁ ସବୁ ପ୍ରକାର ବ୍ୟବସ୍ଥାକୁ ନେଇ ଆଲୋଚନା…

୪୮ ଘଣ୍ଟାରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ, ୫ ଦିନ ଯାଏ ବର୍ଷିବ

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଦୁର୍ବଳ ହୋଇଛି । ଅନ୍ୟପଟେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ପ୍ରଭାବରେ ରାଜ୍ୟରେ ମୌସୁମୀ ବର୍ଷା ଲାଗି…

୨୦ ଟଙ୍କା ଲୋଭ ଦେଖାଇ ଆଖି ପିଛୁଳାକେ ଲୁଟିନେଲେ ୧୦ ଲକ୍ଷ, ଭିଡିଓ ଭାଇରାଲ୍

ବିଶାଖାପାଟଣା: ଦିନ ଦ୍ୱିପ୍ରହରରେ ଆଖି ପିଛୁଳାକେ ୨୦ ଟଙ୍କା ତଳେ ପକାଇ ଦେଇ ଲୁଟି ନେଲେ ୧୦ ଲକ୍ଷ ଟଙ୍କା । ଏଭଳି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଗୁଣ୍ଟୁର । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । https://twitter.com/i/status/1680434618250698752…

ଆପ ଚାପରେ, କଂଗ୍ରେସ ଚେପା !

ଭୁବନେଶ୍ୱର: ବିରୋଧୀ ଦଳଗୁଡିକର ଦ୍ଵିତୀୟ ବୈଠକ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଛି। ଏହି ବୈଠକର ନେତୃତ୍ୱ କଂଗ୍ରେସ ନେଉଥିବାରୁ ଦଳ ବେଶ ତତ୍ପର ହୋଇଛି। ସେଥିପାଇଁ କିଭଳି ବିରୋଧୀ ମାନେ ଗୋଟିଏ ମଞ୍ଚରେ ପୁଣିଥରେ ଏକାଠି ହେବେ ସେଥିପାଇଁ ଉଦ୍ୟମ ଜୋରଦାର ହେଉଛି। ପାଟନା ବୈଠକରେ ବିରୋଧୀ…

ରାହୁଲ କରିବେ ହିସାବନିକାଶ

ଭୁବନେଶ୍ୱର: କର୍ଣ୍ଣାଟକରେ ଯାହା ଗ୍ୟାରେଣ୍ଟି ଦେଇଥିଲେ ତାର ହିସାବ ନେବେ ରାହୁଲ ଗାନ୍ଧୀ। ନିର୍ବାଚନ ସମୟରେ କର୍ଣ୍ଣାଟକବାସୀଙ୍କୁ ରାହୁଲ ୫ ଟି ଗ୍ୟାରେଣ୍ଟି ଦେଇଥିବାବେଳେ ପ୍ରଥମ କ୍ୟାବିନେଟ ବୈଠକରେ ହିଁ ସବୁ ପ୍ରତିଶ୍ରୁତି ପାଳନ ହେବ ବୋଲି କହିଥିଲେ। ଲୋକେ ମଧ୍ୟ କଂଗ୍ରେସକୁ ସମର୍ଥନ…

ପାଦରେ ଚାଲିବେ, ବସରେ ଗଡ଼ିବେ, କଂଗ୍ରେସକୁ ୨୪ ରେ ଜିତାଇଦେବେ!

ଭୁବନେଶ୍ୱର: କଂଗ୍ରେସର ଫୋକସରେ ଏବେ ପଦଯାତ୍ରା ଓ ବସଯାତ୍ରା। ଭାରତ ଯୋଡୋ ଯାତ୍ରାର ସଫଳତା ପରେ ପ୍ରତି ରାଜ୍ୟରେ ପଦଯାତ୍ରା ଓ ବସଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଂଚି ମାହୋଲ ତିଆରି କରିବାକୁ ଯୋଜନା କରିଛି କଂଗ୍ରେସ। ଉତ୍ତରାଖଣ୍ଡରୁ ଆରମ୍ଭ ହେବ କଂଗ୍ରେସର ପଦଯାତ୍ରା। କେନ୍ଦ୍ର…

୧୮ରୁ ଅତି ପ୍ରବଳ ବର୍ଷା, ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ୧୬ ତାରିଖ ସୁଦ୍ଧା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ । ପ୍ରଭାବରେ ୧୮ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ।…

ଜହ୍ନ ଅଭିମୁଖେ ଭାରତର ଚନ୍ଦ୍ରଯାନ-୩, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀହରିକୋଟା: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ସଫଳତାର ସହ ଚନ୍ଦ୍ରଯାନ-୩ର ଉତକ୍ଷେପଣ କରିଛି । ଏହା ହେଉଛି ଜହ୍ନ ଅଭିମୁଖେ ଭାରତର ତୃତୀୟ ମିଶନ । ଚନ୍ଦ୍ରଯାନ-୩ରେ ଇସ୍ରୋର ଏକ ହଜାରରୁ ଅଧିକ ବୈଜ୍ଞାନିକ କାମ କରୁଥିବା ବେଳେ ଏଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ରହିଛି ।…