Latest Odisha News

BREAKING NEWS

ଚୀନ ଜେନେରାଲ ଝାଓ ଭାରତ ସେନା ଉପରେ ଆକ୍ରମଣ ନିର୍ଦ୍ଦେଶ ଦେଇଥିଲେ

ୱାଶିଂଟନ: ଆମେରିକା ଗୋଇନ୍ଦା ସଂସ୍ଥା ଭାରତ-ଚୀନ ସଂଘର୍ଷ ପଛରେ ଜେନେରୋଲ ଝାଓ ଜୋଙ୍ଗକିଙ୍କ ହାତ ଥିବା କହିଛନ୍ତି । ୱେଷ୍ଟର୍ଣ୍ଣ ଥିଏଟରର ଏହି କମାଣ୍ଡ ଗଲୱାନରେ ଭାରତ ସେନା ଉପରେ ଆକ୍ରମଣ କରିବା ପାଇଁ କହିଥିଲେ । ଯାହା ଫଳରେ ଉଭୟ ଦେଶର ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ତେବେ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ଏହି ନିର୍ଦ୍ଦେଶ ପଛରେ ହାତ ରହିଛି କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ ।

ଭାରତ-ଆମେରିକା ଏକତ୍ର ହେବା ଫଳରେ ଚୀନ ସ୍ଥିତି ଦୁର୍ବଳ ହେଉଥିଲା । ଏହାକୁ ଭାଙ୍ଗିବା ପାଇଁ ଚୀନ କମାଣ୍ଡର ଏହି ଯୋଜନା କରିଥିଲେ । ତେବେ ତାଙ୍କର ଏହି ଚାଲ ଦୁର୍ବଳ ହୋଇ ପଡିଥିଲା । ଭାରତୀୟ ସେନା କଡା ସଂଘର୍ଷ କରି ଚୀନର ବ୍ୟାପକ କ୍ଷତି ଘଟାଇଥିଲେ ।

Leave A Reply

Your email address will not be published.