ନୂଆଦିଲ୍ଲୀ: ଭାରତୀୟ ନୌସେନାକୁ ଆଜି ଆମେରିକା ୨ଟି ଏମଏଚ-୬୦ଆର ହେଲିକପ୍ଟର ହସ୍ତାନ୍ତର କରିଛି । ଏହା ଦ୍ୱାରା ଭାରତୀୟ ନୌସେନା ପୂର୍ବାପେକ୍ଷା ଆହୁରି ଶକ୍ତିଶାଳୀ ହୋଇଛି । ଲକହିଡ ମାର୍ଟିନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ଏହି ହେଲିକପ୍ଟରରୁ ଭାରତ ୨୪ଟି କିଣିବ ବୋଲି ଚୁକ୍ତି କରିଛି ।
ଆମେରିକାରେ ଅବସ୍ଥାପିତ ଭାରତୀୟ ରାଜଦୂତ ତରଣଜିତ ସିଂଙ୍କ ଉପସ୍ଥିତିରେ ଡିଏଗୋର ନାଭାଲ ଏୟାର ଷ୍ଟେସନ ନର୍ଥ ଆଇଜଲ୍ୟାଣ୍ଡରେ ଆମେରିକା ଏହାକୁ ହସ୍ତାନ୍ତର କରିଥିଲା । ହେଲିକପ୍ଟର ଚଳାଇବା ପାଇଁ ଭାରତୀୟ ପାଇଲଟମାନେ ଆମେରିକାରେ ପ୍ରଶିକ୍ଷଣ ନେବେ । ପାଣି ଭିତରେ ଶତ୍ରୁର ଚକ୍ରବ୍ୟୁହକୁ ଏହା ଭେଦ କରିପାରିବ ।
BREAKING NEWS
- ୯ ପଞ୍ଚାୟତର ହିତାଧିକାରୀଙ୍କ ଭତ୍ତାରେ ଅନିୟମିତତା; ରାସ୍ତା ଅବରୋଧ କରି ପ୍ରତିବାଦ
- Dua steals spotlight: ପୂରା ବାପାଙ୍କ କାର୍ବନ କପି ଝିଅ ଦୁଆ…ଫଟୋଶୁଟ୍ରେ ମମ୍ମି-ପାପାଙ୍କ ମଝିରେ ଚୋରି କରିନେଲେ ସବୁ ଲାଇମଲାଇଟ୍!
- Online Fraud: ପାର୍ସଲ ଖୋଲି ଉଡ଼ିଗଲା ଯୁବକଙ୍କ ହୋସ୍! ଅର୍ଡର କରିଥିଲେ କ’ଣ…ଆସିଲା କ’ଣ…
- କଟକର ଘରୋଇ କଲେଜ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ
- ଆସୁଛି ଆଉ ଏକ ଲଘୁଚାପ, ୧୨ ଯାଏଁ ପ୍ରବଳ ବର୍ଷା
- ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ
- ATCରେ ତ୍ରୁଟି, ବ୍ରିଟେନରେ ୧୦୦୦ ବିମାନ ବାତିଲ
- ବନ୍ୟା ପରେ ନେପାଳରେ ଭୂକମ୍ପ, ତୀବ୍ରତା ୫.୦…
- ଫାୟାର ସେଫ୍ଟି ନିୟମ ନମାନିଲେ ବନ୍ଦ ହେବ କୋଚିଂ ସେଣ୍ଟର…
- ବିଶ୍ୱରେ ସବୁଠୁ ଅଧିକ ଟଙ୍କା ପାଉଥିବା ପ୍ରଧାନମନ୍ତ୍ରୀ : ବଢ଼ିଲା ବାର୍ଷିକ ୧ ନିୟୁତ ଡଲାର

Comments are closed.