Latest Odisha News

BREAKING NEWS

ଭିଜିଲାନ୍ସ ପଞ୍ଝାରେ ଆରଆଇ, ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ସମ୍ବଲପୁର : ଭିଜିଲାନ୍ସ ଜାଲରେ ଆରଆଇ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ସମ୍ବଲପୁର ଜମନକିରା ଆରଆଇ ମନୋଜ ମହାନନ୍ଦ । ସେ ଜମି ବିଭାଜନ କାମ ପାଇଁ ୯ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ଭିଜିଲାନ୍ସ ବିଭାଗ ତାଙ୍କ ଠାରୁ ଲାଞ୍ଚ ଟଙ୍କା ସବୁ ଜବତ କରିଛି । ସମ୍ବଲପୁର ଭିଜିଲାନ୍ସ ବିଭାଗ ତାଙ୍କ ନାଁରେ ମାମଲା ରୁଜୁ କରିଛି । ସେ ଆଉ କେଉଁ ମାମଲାରେ ସଂପୃକ୍ତ ଅଛନ୍ତି ସେନେଇ ଭିଜିଲାନ୍ସ ବିଭାଗ ଛାନଭିନ୍ ଜାରି ରଖିଛି ।

Leave A Reply

Your email address will not be published.