Latest Odisha News

BREAKING NEWS

[ଭିଡିଓ] ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ତାଲା ପକାଇଲେ ଗ୍ରାମବାସୀ , ରୋଗୀସେବା ବାଧାପ୍ରାପ୍ତ

ବରଗଡ଼ : ବରଗଡ଼ରେ ତାତିଲେ ଗାଁ ଲୋକ। ହସ୍ପିଟାଲର ମଇଳା ପାଣି ସିଧାସଳଖ ଟୁକୁରଲା ଗାଁ କୁ ପ୍ରବେଶ କରୁଥିବାରୁ ଏନେଇ ବାରମ୍ବାର ପ୍ରତିବାଦ କରିବା ସତ୍ୱେ କେହି ଶୁଣୁନଥିବାରୁ ଟୁକୁରଲା ଗାଁ ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାହାରେ ତାଲା ପକାଇଦେଇଛନ୍ତି। ଫଳରେ ରୋଗୀସେବା ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

Comments are closed.