ଭୁବନେଶ୍ୱର : ୧୪ ଦିନର କ୍ୱାରେଣ୍ଟାଇନ ପରେ କାମରେ ଯୋଗ ଦେଲେ ଆଇଏଏସ୍ ଆର୍ ଭିନିଲ କ୍ରିଷ୍ଣା । ତାଙ୍କୁ କୋଭିଡ୍୧୯ ପରିଚାଳନା ପାଇଁ ଦାୟିତ୍ୱ ଦିଆଯାଇଛି । ଏ ନେଇ ସେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ ବିଦେଶରୁ ୧୦ ତାରିଖରେ ଫେରିଥିବା ବେଳେ ସରକାର ନିର୍ଦ୍ଦେଶ କ୍ରମେ ୧୬ ତାରିଖରେ କୋଭିଡ୧୯ ପୋର୍ଟାଲରେ ପଂଜୀକରଣ କରିଥିଲେ । ୨୪ ତାରିଖରେ ତାଙ୍କର କ୍ୱାରେଣ୍ଟାଇନ ପିରିୟଡ ସରିଥିଲା ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
BREAKING NEWS
- Venezuela’s Interim President: ଭେନେଜୁଏଲାରେ ଆମେରିକାର ରାଜ୍!, ଅନ୍ତରୀଣ ସରକାର ନେଇ ସୁପ୍ରିମକୋର୍ଟ ଦେଲେ ବଡ଼ ଆଦେଶ, ଜାଣନ୍ତୁ କିଏ ଏହି ଡେଲସି ରୋଡ୍ରିଗେଜ୍?
- Stone Mine Explosion: ପଥର ଖଣିରେ ବଡ଼ଧରଣର ବିସ୍ଫୋରଣ: ୪ ମୃତ୍ୟୁ ଆଶଙ୍କା….
- ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନ ପରେ, ପରାମର୍ଶ ସହ ହେଲ୍ପଲାଇନ୍ ନମ୍ବର ଜାରି କଲା ଭାରତ
- ଧରାପଡ଼ିବା ପରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କ ପ୍ରଥମ ଫଟୋ ଜାରି କଲେ ଟ୍ରମ୍ପ
- BrownSugar: ବ୍ରାଉନ୍ସୁଗାର ବେପାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ, ୨୦୨୦ରେ ଧରାପଡିଥିଲା…
- Football Match: ଫୁଟବଲ ମ୍ୟାଚ୍ ବେଳେ ଦୁଇ ଦଳ ମଧ୍ୟରେ ଉତ୍ତେଜନା
- Ama Bus Hits Auto:ଆମ ବସ୍ ଡ୍ରାଇଭର ଗିରଫ; ଅଟୋକୁ ପଛରୁ ଦେଇଥିଲା ଧକ୍କା
- No Reels Allowed: ସରକାରୀ ଅଫିସ୍ରେ ରିଲ୍ସ କଟକଣା; ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ
- Gopalpur Beach Festival: ୫ଦିନ ପାଳିତ ହେବ ଗୋପାଳପୁର ବେଳାଭୂମି ମହୋତ୍ସବ; ଜିଲ୍ଲାର ବିଭିନ୍ନ ଶକ୍ତି ପୀଠରୁ ବାହାରିବ ମସାଲ…
- ରାଜଧାନୀରେ ନୂତନ ସହର ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ
Comments are closed.