Latest Odisha News

BREAKING NEWS

[ଭାଇରାଲ୍ ଆଲର୍ଟ] ଆସିଲା “ବେଲା ଚାଓ”ର ଗୁଜରାଟୀ ଭର୍ସନ୍‌

ଭୁବନେଶ୍ୱର: ସାରା ବିଶ୍ୱରେ ସୁପରହିଟ୍ ନେଟଫ୍ଲିକ୍ସ ସିରିଜ୍ ମନି ହାଇଷ୍ଟକୁ ମିଳିଛି ଜବରଦସ୍ତ ରେସ୍ପୋନ୍ସ । ଖାସ କରି ସିରିଜ୍‌ରେ ଥିବା ବେଲା ଚାଓ ଗୀତଟି ସମସ୍ତ ପ୍ଲାଟଫର୍ମରେ ସେନ୍ସେସନ୍ କ୍ରିଏଟ୍ କରିଥିଲା । ଏହି ଗୀତକୁ ନେଇ ଅନେକ ଲୋକ ହିନ୍ଦୀ, ପଂଜାବୀ ଓ ବଙ୍ଗଳା ଭର୍ସନରେ ଡବ୍ କରିଥିଲେ । ତେବେ ନିକଟରେ ଏହି ଗୀତର ଅନଫିସିଆଲ୍ ଗୁଜରାଟୀ ଭର୍ସନ୍ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଗୁଜରାଟର ଏକ ସଙ୍ଗୀତ ସମାରୋହରେ ବେଲା ଚାଓର ଏହି ଦେଶୀ ଭର୍ସନ ସାମ୍ନାକୁ ଆସିଛି । ହାର୍‌ମୋନିୟମ, ତବଲା ଓ ମଂଜିରା ଭଳି ବାଦ୍ୟଯନ୍ତ୍ର ସହାୟତାରେ ବେଲା ଚାଓ ଗୀତକୁ ମିଳିଛି ଗୁଜରାଟୀ ଟୁଇଷ୍ଟ ।

Leave A Reply

Your email address will not be published.