Latest Odisha News

BREAKING NEWS

[ଭାଇରାଲ ଭିଡ଼ିଓ] ମହିଳାଙ୍କ ଦୁଃସାହସିକତା: ବିଦ୍ୟୁତ୍ ତାରରେ ଶୁଖାଉଛନ୍ତି ଲୁଗା

ଭୁବନେଶ୍ୱର: ଆପଣ ଅନେକ ଦୁଃସାହସିକ କାର୍ଯ୍ୟ ନିଜ ଜୀବନରେ ଦେଖିଥିବେ । କେଉଁଠି ଆକାଶରେ ଉଡିବା ହେଉ କି ପାଣିରେ ବୁଡିବା । ଆହୁରି ମଧ୍ୟ ଅନେକ କିଛି । ତେବେ ଆଜି ଆମେ ଆପଣନକୁଜନେ ମହିଳାଙ୍କର ଏପରି ଏକ ଦୁଃସାହସିକ କାର୍ଯ୍ୟ ଦେଖାଇବୁ ଯାହା ଦେଖିଲେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇଯିବେ ।

BjdElectrycity

ଦେଖନ୍ତୁ ଭିଡ଼ିଓ:

 

ଜଣେ ମହିଳା ନିଜ ଛାତ ଦେଇ ଯାଇଥିବା ଏକ 11KV ବୁଦ୍ୟୁତ ତାର ଉପରେ ସୁଖାଉଛନ୍ତି ଓଦା ଲୁଗା । ପ୍ରଥମେ ଏହି ଭିଡ଼ିଓଟି ଦେଖିଲେ ଆପଣଂକୁ ଲାଗିବ ବିଦ୍ୟୁତ ଝଟକା ଖାଇ ମହିଳା ଜଣଙ୍କ ତଳକୁ ପଡ଼ିଯିବେ। ମାତ୍ର ସେମିତି କିଛିବି ଘଟୁ ନାହିଁ । ବୋଧହୁଏ ତାରଟିରେ ବିଦ୍ୟୁତ ସଂଯୋଗ ହୋଇ ନାହିଁ ଅଥବା କୌଣସି କାରଣରୁ ଉକ୍ତ ତାର ଦେଇ ବିଦ୍ୟୁତ ସରବରାହ ବନ୍ଦ ରହିଛି । ମହିଳା ଜଣଙ୍କୁ ସୁରକ୍ଷିତ ଦେଖି ଆପଣଙ୍କୁ ଲାଗିବ ଯେ ସେ ଏକ ନିଶ୍ଚିତ ମୃତ୍ୟୁରୁ ବଞ୍ଚିଗଲେ।

ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଘଟଣାଟି କେଉଁ ଅଞ୍ଚଳର ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Leave A Reply

Your email address will not be published.