ୱାଶିଂଟନ୍: ଆମେରିକାର ଆଭ୍ୟନ୍ତରୀଣ ବିଭାଗ ଶୁକ୍ରବାର ଦିନ କହିଛି ଯେ ୱାଶିଂଟନ୍ ସ୍ମାରକୀ ସାମୟିକ ଭାବେ ବନ୍ଦ ରଖାଯାଇଛି। ଉଲ୍ଲେଖ ଥାଉ କି, ଅନ୍ତରୀଣ ସଚିବ ଡେଭିଡ ବର୍ଣ୍ଣହାର୍ଟ ନିକଟରେ କରୋନା ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି। ଏହା ମଧ୍ୟରେ ସେ ୱାଶିଂଟନ୍ ସ୍ମାରକୀକୁ ଯାଇଥିଲେ। ଯେଉଁଥିପାଇଁ ସମସ୍ତେ ଏବେ ସଙ୍ଗରୋଧରେ ରହିଛନ୍ତି। କର୍ମଚାରୀଙ୍କ ଅଭାବ ହେତୁ ବର୍ତ୍ତମାନ ପାଇଁ ୱାଶିଂଟନ୍ ସ୍ମାରକୀ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଭ୍ୟନ୍ତରୀଣ ମୁଖପାତ୍ର ନିକୋଲାସ ଗୁଡୱିନ୍ ଏକ ଇମେଲ ଜରିଆରେ କହିଛନ୍ତି ଯେ ସଚିବ ନିକଟରେ ୱାଶିଂଟନ୍ ସ୍ମାରକୀ ଗସ୍ତ କରିଥିଲେ। ଆମର ସରକାରୀ କର୍ମଚାରୀ ଏବଂ ସତର୍କତା ଅନୁସରଣ କରି ଆମେ କିଛି କର୍ମଚାରୀଙ୍କୁ ହ୍ରାସ କରିଛୁ। ଯେଉଁଥିପାଇଁ ଆଗାମୀ କିଛି ଦିନ ପାଇଁ ସ୍ମାରକୀ ବନ୍ଦ କରିବାକୁ ପଡିଲା।
BREAKING NEWS
- ୨୦ତମ ଏସୀୟ କ୍ରୀଡ଼ାର ଶୁଭାରମ୍ଭ: ମନୁ ଭାକର, ପୱନ ସେହରାୱତ କଲେ ଭାରତୀୟ ଦଳର ନେତୃତ୍ବ
- କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ
- ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ
- ବୈଜ୍ଞାନିକଙ୍କ ମତ, ମସ୍ତିଷ୍କ ହେଉଛି ଦୁଇଟି ପୃଥକ ଅଙ୍ଗ
- ଅଜବ ଘଟଣା: ଡାକ୍ତର ଗଲେ କୋର୍ଟ, ରୋଗୀ ଦେଖି ଔଷଧ ଲେଖିଲେ ଡ୍ରାଇଭର!
- ୧୦୦ ବର୍ଷ ପରେ ବୈଜ୍ଞାନିକଙ୍କ ବଡ଼ ସଫଳତା: ମିଳିଲା ନୂଆ ପ୍ରଜାତିର ବିଲେଇ, ଦେଖିବାକୁ ଠିକ୍ କଲରାପତ୍ରିଆ ବାଘ ପରି
- ବିଶ୍ୱ ବଜାରକୁ ବଡ଼ ଝଟକା: ସାଉଦି ଆରବର ଅଶୋଧିତ ତୈଳ ଉତ୍ପାଦନରେ ରେକର୍ଡ ହ୍ରାସ, ବଢ଼ିପାରେ ତେଲ ଦର
- ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିର୍ବାଚନ: ଏବିଭିପିର ବାଜିମାତ୍, ୪ରୁ ୩ ପ୍ରମୁଖ ପଦବୀ ହାତେଇଲା
- Headmaster suspended:ମହଙ୍ଗା ପଡିଲା ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ;ପ୍ରଧାନଶିକ୍ଷକ ନିଲମ୍ବିତ
- Car Swept Away:ଭାସିଯାଇ ଓଡ଼ିଆ ପର୍ଯ୍ୟଟକ;ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

Comments are closed.