Latest Odisha News

BREAKING NEWS

[ଦେଖନ୍ତୁ ଭିଡ଼ିଓ]: ଲଗାଣ ବର୍ଷା ପରେ ଉତ୍ତରାଖଣ୍ଡରେ ଭୁସ୍ଖଳନ

ଉତ୍ତରାଖଣ୍ଡ: ଲଗାତାର ବର୍ଷା ହେତୁ ଗତ ସନ୍ଧ୍ୟାରେ ଚାମୋଲି ଜିଲ୍ଲାର କୋଡିଆ ସ୍ଥିତ ବଦ୍ରିନାଥ ଜାତୀୟ ରାଜପଥରେ ଏକ ଭୂସ୍ଖଳନ ହୋଇଛି। ମାଟି ଧସେଇ ପଡ଼ିଥିବାରୁ ଜାତୀୟ ରାଜପଥର ଏକାଧିକ ସ୍ଥାନକୁ ଅବରୋଧ କରାଯାଇଛି। ରାସ୍ତା ସଫେଇ କାର୍ଯ୍ୟ ବର୍ତ୍ତମାନ ଚାଲୁ ରହିଛି ।

ଦେଖନ୍ତୁ ଭିଡ଼ିଓ:

Leave A Reply

Your email address will not be published.