Latest Odisha News

BREAKING NEWS

କ୍ୟାଟ୍ରିନା କୈଫଙ୍କ ସମୁଦ୍ର କୂଳର ଫଟୋ ପ୍ରଶଂସକଙ୍କ ମନ କିଣୁଛି

ମୁମ୍ବାଇ: ବଲିଉଡର ଗ୍ଲାମରସ ହିରୋଇନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫଙ୍କ ନାମ ଆଗ ଧାଡିରେ ରହିବ । ଅକ୍ଷୟ କୁମାରଙ୍କ ସହ ତାଙ୍କ ସୂର୍ଯ୍ୟବଂଶୀ ଫିଲ୍ମକୁ ପ୍ରଶଂସକମାନେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ଲକଡାଉନ ପରେ ଏହି ଫିଲ୍ମ କେବେ ରିଲିଜ ହେବ ସେ ନେଇ ତାରିଖ ଘୋଷଣା କରାଯାଇ ନାହିଁ । ଏହି ଅବସରରେ ସେ ସମୁଦ୍ର କୂଳରେ ମନକୁ ଆନ୍ଦୋଳିତ କରିବା ଭଳି ଫଟୋ ଶେୟାର କରିଛନ୍ତି । ଯାହା କି ପ୍ରଶଂସକଙ୍କ ମନ କିଣିବାରେ ବେଶ୍ ସହାୟ ହୋଇଛି ।

ଏହି ଫଟୋରେ ସେ ଧଳା ରଙ୍ଗର ଏକ ବିକନୀ ପିନ୍ଧି ସମୁଦ୍ର କୂଳରେ ମଜା ଉଠାଉଛନ୍ତି । ବଲିଉଡରେ କ୍ୟାଟ୍ରିନାଙ୍କ ୧୫ ବର୍ଷ ହୋଇଗଲାଣି । ଅଭିନୟ ଓ ଗ୍ଲାମର ସହାୟତାରେ ସେ ନିଜୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ।

Leave A Reply

Your email address will not be published.